Daily Archives

September 4, 2018

ଯାତ୍ରୀଙ୍କ ପାଇଁ ରେଳ ବିଭାଗର ନୂଆ ଅଫର । ଗ୍ରାହକଙ୍କୁ ଟ୍ରେନ ଟିକେଟ ଉପରେ ମିଳିବ ରିହାତି ଓ କ୍ୟାସବ୍ୟାକ୍

ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଆଗାମୀ ଦିନରେ ଆପଣ ଯଦି ଭାରତୀୟ ରେଳ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରେଳବାଇ ଏକ ଅଫର ନେଇ ଆସିଛି। ଏଣିକି ଆପଣଙ୍କୁ ଟିକେଟ କାଟିଲା ବେଳେ ବଡ଼ ରିହାତି ମିଳିପାରେ। ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍ କର୍ପୋରେସନ ଏକ ଅଫର ନେଇ…

ହସ୍ପିଟାଲ ବେଡରେ ଲୋକପ୍ରିୟ ବଲିଉଡ ସିଙ୍ଗର ୱାଜିଦ୍ ! ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି

ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ୍ଵାଜିଦ୍ ଖାନ ଅସୁସ୍ଥ ହୋଇ ପଡ଼ିବାରୁ ମୁମ୍ବାଇର ଏକ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା…

ସାଧାରଣ ନିର୍ବାଚନକୁ ଭଣ୍ଡୁର କରିବାକୁ ନକ୍ସଲଙ୍କ ସାଂଘାତିକ ଚାଲ । କ୍ୟାମ୍ପ ଖୋଲି ମିଲିସିଆଙ୍କୁ ଦିଆଯାଉଛି ଟ୍ରେନିଂ,…

କନକ ବ୍ୟୁରୋ : ଏବେ ନକ୍ସଲଙ୍କ ଟାର୍ଗେଟରେ ରହିଛି, ଆଗାମୀ ସାଧାରଣ ନିର୍ବାଚନ। ଛତିଶଗଡ଼ରେ ବିଧାନସଭା ନିର୍ବାଚନ କାଳରେ ରାଜ୍ୟରେ ବ୍ୟାପକ ହିଂସା ଘଟାଇବା ପାଇଁ ନକ୍ସଲମାନେ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସେମାନଙ୍କ ଯୋଜନାକୁ କାର୍ୟ୍ୟକାରୀ କରିବା ଲକ୍ଷ୍ୟରେ ଏବେଠାରୁ ସମସ୍ତ ପ୍ରକାରର…

ମହିଳାଙ୍କୁ ମିଳିବ ମାଗଣା ଫୋନ ଓ ୱାଇ-ଫାଇ ! ଜାଣନ୍ତୁ କେଉଁଠି ହେଲା ଏଭଳି ଘୋଷଣା

ଏବେ ମହିଳାମାନଙ୍କୁ ଫୋନ ସହ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ରାଜସ୍ଥାନ ସରକାର ଏହି ଘୋଷଣା କରିଥିବା ବେଳେ ଭାମାଶାହ ଯୋଜନା ଅନୁଯାୟୀ ଏହି ସୁବିଧା ଦିଆଯିବ । ରାଜସ୍ଥାନର ୫ ହଜାର ଗ୍ରାମ ପଞ୍ଚାୟତରେ ମହିଳାଙ୍କୁ ଫୋନ ଏବଂ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ…

ବିମାନରୁ ହେଲା ମାଛ ବର୍ଷା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, କାରଣ ଜାଣିଲେ ଆଶ୍ଚଯ୍ୟ ହେବେ

ଖୋଲା ଆକାଶରୁ ଛଡାଗଲା ହଜାର ହଜାର ମାଛ । ତାହା ବି ପୁଣି ବିମାନ ମାଧ୍ୟମରେ । ଉଟାହ ହ୍ରଦରେ ମାଛ ଛାଡିବାକୁ ନୂଆ ଫର୍ମୁଲା ଆପଣାଇଛି ଉଟାହ ବନ୍ୟଜୀବ ସଂସ୍ଥାନ । ଆଉ ଏହିଭଳି ଭାବେ ବିମାନରୁ ହ୍ରଦରେ ମାଛ ମାନଙ୍କୁ ଛାଡିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏତେ ଉଚ୍ଚରୁ ମାଛ…