Daily Archives

September 15, 2018

ଚତୁର୍ଥ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ରେଡିଓ ଚକଲେଟକୁ ମିଳିଲା ଆଉ ୪ଜଣ ଫାଇନାଲିଷ୍ଟ ।

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଚତୁର୍ଥ ଦିନ । ଚତୁର୍ଥ ଦିନରେ କିଟ୍ କଲେଜର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।…

ଡାକ୍ତରଖାନାରେ ଜନ୍ମ ନେଲା ନବଜାତ ଶିଶୁ ! ବେହୋସ ହୋଇଗଲେ ୨ନର୍ସ ଏବଂ ଜଣେ ମହିଳା କର୍ମୀ, ହେଲେ କାହିଁକି ?

ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇ ଜଣ ନର୍ସ ଏବଂ ଜଣେ ମହିଳା କର୍ମୀ ବେହୋସ ହୋଇଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇବା ପରେ ଏହି ୩ଜଣ ବେହୋସ ହୋଇ ଯାଇଥିବା ଜାଣିବାକୁ ମିଳିଛି । ମହିଳାଜଣଙ୍କ ଏଚଆଇଭି ରୋଗୀ ବୋଲି ଜାଣିବା ପରେ ସଂକ୍ରମଣ ହେବା ଡ଼ରରେ…

ମହାକାଶରେ ପୁଣି ଏକ ନୂଆ ଇତିହାସ ରଚିବ ଭାରତ ! ଦୁଇ ବ୍ରିଟିଶ ଉପଗ୍ରହକୁ ମହାକାଶରେ ଅବସ୍ଥାପିତ କରିବ ଇସ୍ରୋ ।

କନକ ବ୍ୟୁରୋ : ମହାକାଶରେ ଭାରତ ପୁଣି ଏକ ନୂଆ ଇତିହାସ ରଚିବାକୁ ଯାଉଛି ।  ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ଆସନ୍ତାକାଲି ଦୁଇଟି ବିଦେଶୀ ଉପଗ୍ରହକୁ ମହାକାଶକୁ ପଠାଇବ । ଏଥି ପାଇଁ ପିଏସଲେଭି ରକେଟର ବ୍ୟବସାୟୀକ ଉତକ୍ଷେପଣ କରିବ ଇସ୍ରୋ । ପିଏସଏଲଭି ସି-୪୨ ଦୁଇଟି ବ୍ରିଟିଶ…

ଏଣିକି ଅନଲାଇନରେ ମିଳିବ ବୋର୍ଡ ଓ ୟୁନିଭରସିଟି ସାର୍ଟିଫିକେଟ୍ ! ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

ଏଣିକି ବୋର୍ଡ ଏବଂ ୟୁନିଭରସିଟି ପ୍ରମାଣପତ୍ର ଅନଲାଇନରେ ମିଳିବ । ଆଜି ମୂଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସଚିବାଳୟ ଠାରେ ଏ ପ୍ରକାର ୮ଟି ସେବାକୁ ଅନଲାଇନ ପୋର୍ଟାଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ସେବାପ୍ରଦାନ ପ୍ରକ୍ରିଆର ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ…

ବଦଳିବେ ଗୋଆର ମୁଖ୍ୟମନ୍ତ୍ରୀ ! ମନୋହରଙ୍କ ପରେ କିଏ ଧରିବ ମଙ୍ଗ, ଅମିତ୍ ଶାହା କହିଲେ ଠିକ୍ ସମୟରେ ନିଆଯିବ ପଦକ୍ଷେପ ।

କନକ ବ୍ୟୁରୋ : ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବା ପରେ ଆଜି ତାଙ୍କୁ ଦିଲ୍ଳୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହା ପାରିକରଙ୍କ…