ଏଣିକି ଜରି ଧରିଲେ ଦେବେ ଜରିମାନା । ଖାଉଟି, ଦୋକାନୀ, ହୋଟେଲ ମାଲିକ କେହି ପଡିବେନି ବାଦ୍
କନକ ବ୍ୟୁରୋ : ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନର ଆଜି କଣ୍ଟ ପୁରିଛି । ଏଣିକି ପ୍ଲାଷ୍ଟିକ ବ୍ୟବହାର କଲେ ହେବ ଦଣ୍ଡବିଧାନ । ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାନାମା ଅନୁସାରେ ପଲିଥିନ ବ୍ୟାନ ଲାଗି କଂଟ ପୁରିବା ପରେ ଏଣିକି ପଲିଥିନ ବିକ୍ରି କଲେ ସଂପୃକ୍ତ ଦୋକାନୀ ଓ କଂପାନୀ ମାଲିକଙ୍କ…