Daily Archives

September 27, 2018

ଶବକୁ ଏମିତି ମିଳେ ସମ୍ନାନ ! ହସ୍ପିଟାଲରେ ମିଳିଲା ନାହିଁ ସ୍ଥାନ, ରାସ୍ତା କଡରେ ପାଲ ଟାଙ୍ଗି କରାଗଲା ପୋଷ୍ଟମର୍ଟମ ।

ରାଜସ୍ଥାନର ଅନ୍ତରାଷ୍ଟ୍ରୀୟ ଶୀମା ନିକଟବର୍ତ୍ତି ବାଡମେର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବାଡମେର ଜିଲ୍ଲାର ଗଡରା ରୋଡରେ ଅବସ୍ଥିତ ସବୁଠାରୁ ବଡ ସରକାରୀ ହସ୍ପିଟାଲରେ କରେଣ୍ଟ ଲାଗିବା ଦ୍ୱାରା ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ ଶବକୁ ସଡକ ଉପରେ ପୋଷ୍ଟମର୍ଟମ କରାଯାଇଛି । ପରିବାର ଲୋକେ…

ସାନଭାଇ ରାଗିଲେ, ବଡଭାଇ ତାତିଲେ! ଦାମ କହିଲେ, ମୋ ବିରୋଧରେ ବାମଙ୍କୁ ଟିକେଟ ମିଳିବାର ସମ୍ଭାବନା ନାହିଁ

କନକ ବ୍ୟୁରୋ : ସାନଭାଇ ବାମଦେବ ରାଉତରାୟଙ୍କ ବିସ୍ଫୋରକ ବୟାନକୁ ୨୪ ଘଣ୍ଟା ନ ପୁରୁଣୁ ତାତି ଉଠିଛନ୍ତି ବଡଭାଇ ଦାମ ରାଉତ । ଦାମ କହିଛନ୍ତି, ମୁଁ ତାକୁ ପାଠ ପଢାଇଲି, ବାହାକଲି, ମଣିଷ କଲି, ଚାକିରି କରାଇଲି ସେ କେମିତି ଏମିତି କହିବେ । ଏହାଛଡା ମୋ ପରିବାର ଭିତରେ କଳି ଲଗାଇବାକୁ ଉଦ୍ୟମ…

ଦିନ ଥିଲା ଘର ଘର ବୁଲି ଯୋଗାଉଥିଲେ ସିଲିଣ୍ଡର ! ଏବେ ନ୍ୟାସନାଲ୍ ଆଥଲେଟିକ୍ ମିଟରେ ଭାଗ ନେଇଛନ୍ତି ଏହି ଯୁବକ ।

ଉତ୍ତରପ୍ରଦେଶରେ ରହୁଥିବା ରିତେଶ କୁମାର ସିନିୟର ନ୍ୟାସନାଲ ଆଥଲେଟିକ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ଏଥିପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି । ନିଜର ଭାଇ-ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ହେଉଛନ୍ତି ରିତେଶ କୁମାର । ତେଣୁ ଘର ଦାୟିତ୍ୱ…

ଯେବେ ଥରିଉଠିଥିଲା ପାକିସ୍ତାନ, ନୂଆ ଭିଡିଓରେ ଭାରତୀୟ ସେନାର ପରାକ୍ରମ ଦେଖିଲା ପୂରା ବିଶ୍ୱ।ଦେଖନ୍ତୁ ଆକ୍ରମଣର ଲାଇଭ…

କନକ ବ୍ୟୁରୋ : ଆଉ ଦୁଇ ଦିନ ପରେ ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକକୁ ଦୁଇ ବର୍ଷ ପୂରିବ । ଏହି ଗୌରବମୟ ସଫଳତାକୁ ଉତ୍ସବ ଭଳି ପାଳନ କରିବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ଠାରୁ ୩ଦିନ ଧରି ପରାକ୍ରମର ପର୍ବ ନାଁରେ ଦେଶର ୫୧ଟି ସହରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…

ପସ୍କୋ ଜମି ନେବ ଜେଏସଡବ୍ଲୁ ! ଲାଗିବ ୨୫ ହଜାପ କୋଟି ଟଙ୍କା, ତିଆରି ହେବ ମେଗା ଷ୍ଟିଲ ପ୍ଲାଣ୍ଟ ।

ରାଜ୍ୟରେ ଏକ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ସଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲୁ ଷ୍ଟିଲକୁ ଓଡ଼ିଶା ସରକାର ଜମି ଆବଣ୍ଟନ କରିଛନ୍ତି। ପୋସ୍କୋ ପାଇଁ ଜଗତସିଂହପୁରରେ ଅଧିଗ୍ରହଣ କରାଯାଇଥିବା ଜମି ଜେଏସଡବ୍ଲୁ କୁ ପ୍ରଦାନ କରାଯାଇଥିବା କୁହାଯାଉଛି। ଜେଏସଡବ୍ଲୁ ଏହାର…