Daily Archives

September 5, 2018

ଜିଲ୍ଲାପାଳ ହେବ ତ ଏମିତି । ହାତରେ ଧରିଲେ ଓଦା କପଡା, ସର୍ବ ସମ୍ମୁଖରେ କାନ୍ଥରୁ ପୋଛିଲେ ପାନଛେପ

ଯେତେବେଳେ ଜଣେ ଆଇଏଏସ ଅଫିସର ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପକୁ ସଫା କଲେ ସେତେବେଳେ ଏହା ଦେଖି ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ । ଏଭଳି ଏକ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେଙ୍କୁ ଏକ ଭିନ୍ନ ରୂପରେ…

ଏମିତି ଶିକ୍ଷୟତ୍ରୀଙ୍କୁ ଶହେ ସଲାମ ! ବିନା ଦରମାରେ ଦୀର୍ଘ ୧୬ ବର୍ଷ ଧରି ପିଲାଙ୍କୁ ପାଠ ପଢାଇଥିଲେ ରାଜଲକ୍ଷ୍ମୀ ।

ଆଜି ସାରା ଦେଶ ଗୁରୁ ଦିବସ ପାଳନ କରୁଛି । ସବୁ ସ୍କୁଲ-କଲେଜରେ ପିଲାମାନେ ନିଜ ନିଜ ଗୁରୁଙ୍କୁ ପୂଜା କରି ଜୀବନରେ ତାଙ୍କୁ ସଠିକ୍ ରାସ୍ତା ଦେଖାଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି । ଆଜି ଭଳି ଦିନରେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଜଣେ ଶିକ୍ଷୟତ୍ରୀଙ୍କ ଉତ୍ସର୍ଗିକୃତ ମନୋଭାବକୁ ସାରା ଦେଶ ସଲାମ…

ଏଣିକି ଭାରତୀୟ ସେନାର ଲୋଗ ଯୁକ୍ତ ପୋଷାକ ବିକ୍ରି କରିପାରିବେନି କୌଣସି କମ୍ପାନୀ ! ଲାଗିଲା ପ୍ରତିବନ୍ଧକ, ଉଲଙ୍ଘନ କଲେ…

ଆର୍ମି, ପୋଲିସ, ବିଏସଏଫ, ନୌସେନା ଏବଂ ବାୟୁ ସେନା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରେସକୋର୍ଡ ରହିଛି । ସମସ୍ତେ ସମସ୍ତଙ୍କ ଡ୍ରେସକୋର୍ଡ ପାଇଁ ପରିଚିତ ହୋଇଥାନ୍ତି । କିନ୍ତୁ ପୋଷାକ କାହାକୁ ଅତି ସହଜରେ ମିଳିନଥାଏ । ଏଥିପାଇଁ କଠିନ ପରିଶ୍ରମ ସହ ଅତ୍ୟନ୍ତ ସାହସ ମଧ୍ୟ ଦରକାର ପଡିଥାଏ ।…

ଆଉ ତଳେ ବସିବେନି ସ୍କୁଲ ଛାତ୍ରଛାତ୍ରୀ ! ଆରମ୍ଭ ହେଲା ‘ଆସନ’ ଯୋଜନା, ସମସ୍ତଙ୍କ ପାଇଁ ହେବ ଚେୟାର ଓ ଟେବୁଲର ବ୍ୟବସ୍ଥା

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ପିଲାଙ୍କ ପାଇଁ ଖୁସିଖବର । ଏଣିକି ଶ୍ରେଣୀରେ ଆଉ ତଳେ ବସିବେନି ଛାତ୍ରଛାତ୍ରୀ । ପିଲାଙ୍କ ପାଇଁ ସ୍ୱାସ୍ଥ୍ୟକର ପରିବେଶ ସହ ଚେୟାର ଟେବୁଲ ଓ ଆସନର ବ୍ୟବସ୍ଥା ହେବ । ଗୁରୁଦିବସରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ- ମୋ ସ୍କୁଲ୍ ଅଭିଯାନ…

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର !ଏଣିକି ଭଡାରେ ମିଳିବ ସ୍କୁଟି, ଜାଣନ୍ତୁ କିଏ ଦବ ଏହି ସୁବିଧା ।

ଏଣିକି ବାଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ଜନଗହଳି ସ୍ଥାନରେ ଯାତାୟତ କରିବା ପାଇଁ କଷ୍ଟ କରିବାକୁ ପଡିବ ନାହିଁ । କାରଣ ଏବେ ହୋଣ୍ଡା କମ୍ପାନୀ ତରଫରୁ ହୋଣ୍ଡା ଆକ୍ଟିଭା ଭଳି ସ୍କୁଟର ଯତାୟତ ପାଇଁ ଭଡାରେ ମିଳିପାରିବ । ବିଭିନ୍ନ ସହରରେ ଦୁଇଚକିଆ ଯାନ ଭଡ଼ାରେ ପ୍ରଦାନ କରୁଥିବା କମ୍ପାନି…