Daily Archives

May 8, 2018

୨୦୧୯ରେ ଆସିବ କି ରାହୁଲଙ୍କ ରାଜ ? କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତିଙ୍କ ବଡ ବୟାନ । କହିଲେ, ୨୦୧୯…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ରହିଛି ବୋଲି ସର୍ବସାଧାରଣରେ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ୨୦୧୯ ନିର୍ବାଚନରେ ଯଦି କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ଉଭା ହୁଏ , ତେବେ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି ରାହୁଲ ଏକ ପ୍ରଶ୍ନର ଉତରରେ…

ସତର୍କ ଘଂଟି : ଆସୁଛି କାଳବୈଶାଖୀ ! ଗୃହ ମନ୍ତ୍ରାଳୟ ପରେ ୧୩ଟି ରାଜ୍ୟରେ ଭିଷଣ ଝଡତୋଫାନ ନେଇ ଭାରତୀୟ ପାଣିପାଗ ବିଭାଗର…

କନକ ବ୍ୟୁରୋ: ପୁଣି ଆସୁଛି ଝଡ ତୋଫାନ । ଓଡିଶା ସମେତ ୧୩ ରାଜ୍ୟରେ ଭୀଷଣ ଝଡତୋଫାନ ଆସିପାରେ ବୋଲି ସତର୍କ କରାଇଦେଇଛି ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ । ଆସନ୍ତାକାଲି ଓ ତାପରଦିନ ଓଡିଶାରେ ଝଡ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ମୁଖ୍ୟତ, ଉପକୂଳ ଓଡିଶା ଓ କେନ୍ଦୁଝର-ମୟୂରଭଂଜରେ…

ଜମି ଜବରଦଖଲ ଅଭିଯୋଗରେ ‘ଓରଟେଲ’ ବିରୋଧରେ ଅଂଟା ଭିଡିଲେ ସ୍ଥାନୀୟ ଲୋକ । ଚଂଚକତା କରି ସରକାରୀ ଜାଗା ହାତେଇଥିବା…

କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଚଂଚକତା କରି “ଓରଟେଲ୍’’ ପ୍ରାୟ ଦେଢ଼ ଏକର ସରକାରୀ ଜାଗା ନେଇଥିବା ଅଭିଯୋଗ କରି ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଘଟଣାରେ ସୋମବାର ସନ୍ଧ୍ୟାରେ ଏକାଧିକ ଯୁବକ ଓ ମହିଳା ଚନ୍ଦ୍ରଶେଖରପୁର ଓରଟେଲ୍ ଅଫିସ୍ ଫାଟକରେ ତାଲା ପକାଇ ଦେଇଥିଲେ…

ଜଗାକୁ ଦେଖି ଜୀବନ ହାରିଲେ । କଳ୍ପବଟ ମୂଳରେ ଚାଲିଗଲା ବୃଦ୍ଧଙ୍କ ପ୍ରାଣବାୟୁ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ନୟାଗଡ଼ରୁ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କ ସହିତ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସପରିବାର ବୃଦ୍ଧ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ଅପରାହ୍ନରେ ପ୍ରବଳ ଖରା ହେବାରୁ…

ରେଳ ଧାରଣାରେ ଫାଟ ଥିଲେ ଇଞ୍ଜିନ କରିବ ଭବିଷ୍ୟବାଣୀ ! ଦୁର୍ଘଟଣା ହେବାରୁ ରୋକିବ ବିଆରଡି

ଟ୍ରେନରେ ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିଥାନ୍ତି । ଅନ୍ୟପଟେ ଦେଶରେ ଦିନକୁ ଦିନ ରେଳ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି  ଅଷ୍ଟ୍ରେଲିୟା କମ୍ପାନୀ, ବ୍ରୋକନ ରେଲ ଡିଟେକ୍ସନ ସିଷ୍ଟମ (ବିଆରଡି) ନାମକ ଏକ ମେସିନର ଉଦ୍ଭାବନ କରିଛନ୍ତି । ଯାହା…

କ୍ରିକେଟର୍ କେ..ଏଲ୍ ରାହୁଲଙ୍କ ଉପରେ ଯୁବତୀ ଫିଦା ! ଜାଣନ୍ତୁ କିଏ ଏହି ମହିଳା

ଚଳିତ ଆପିଏଲ୍ ସିଜନର ତୃତୀୟ ଦାମୀ କ୍ରିକେଟର ପଂଜାବ ଏକାଦଶ ଟିମ୍ ର କେ.ଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଦେଖି ରାହୁଲଙ୍କ ଫ୍ୟାନ୍ ଫଲୋଅର୍ସ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ମେ ୬ ତାରିଖରେ ରାଜସ୍ଥାନ ରୟାଲ୍ସ ବନାମ ପଂଜାବ ଏକାଦାଶ ମଧ୍ୟରେ ହୋଇଥିବା ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍…