Daily Archives

May 1, 2018

ଭାରତ ଉପରେ ପାକିସ୍ତାନର ସୈତାନ ଆଖି ! କାଶ୍ମୀର ପରେ ରାଜସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ଆଡ଼ଭାନ୍ସ ଡିଫେନ୍ସ ଷ୍ଟ୍ରକଚର…

କାଶ୍ମୀର ପରେ ଏବେ ରାଜସ୍ଥାନ ଉପରେ ସୈତାନ ଆଖି ପକାଇଛି ପାକିସ୍ତାନ । କାଶ୍ମୀରରେ ବାରମ୍ବାର ଅଶାନ୍ତି ସୃଷ୍ଟି କରିବା ପରେ ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟ ଉପରେ ଲୋଲୁପ ଦୃଷ୍ଟି ପକାଇଛି ପାକିସ୍ତାନ । ଏବେ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ଅଶାନ୍ତି ସୃଷ୍ଟି କରୁଛି । ରାଜସ୍ଥାନକୁ…

ପିଆଜ ଚାଷ କରି କାନ୍ଦୁଛି ଚାଷୀ ! ଭଲ ଅମଳ ହୋଇଥିଲେ ମଧ୍ୟ ବିକ୍ରି କରିବା ପାଇଁ ନାହିଁ ବାଟ, ଶସ୍ତାରେ କିଣିନେଉଛି…

କନକ ବ୍ୟୁରୋ : ପିଆଜ ଚାଷ କରି ଅଣ୍ଟା ସଳଖାଇବାକୁ ଚେଷ୍ଟା କରୁଥିବା ଓଡିଆ ଚାଷୀ ପୁଣି ମାଡ ଖାଇଯାଇଛି । ଭଲ ପିଆଜ ଅମଳ କରିଛି କିନ୍ତୁ ବିକ୍ରି କରିବା ପାଇଁ ବାଟ ନାହିଁ । ଫଳରେ ବିଲ ମୁଣ୍ଡରୁ ହିଁ ଅତି ଶସ୍ତା ଦରରେ ଆନ୍ଧ୍ର ଓ ପଶ୍ଚିବଙ୍ଗର ଚାଷୀ ପିଆଜ କିଣିନେଉଛନ୍ତି । କଳାହାଣ୍ଡି ପରେ…

ଅଧଘଣ୍ଟା ଆଗରୁ ମିଳିବ ବଜ୍ରପାତର ସୂଚନା ! ଜର୍ମାନ ସଂସ୍ଥା ଆର୍ଥ ନେଟୱର୍କ ସହ ଆଲୋଚନା କଲେ ରାଜ୍ୟ ସରକାର

କନକ ବ୍ୟୁରୋ : ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ସବୁଠାରୁ ଅଧିକ ମାରାତ୍ମକ ବଜ୍ରପାତର ମୁକାବିଲା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏଣିକି ବଜ୍ରପାତର ହେବ ଭବିଷ୍ୟବାଣୀ । ଏପରିକି ଅଧଘଂଟା ଆଗରୁ ଜାଣିହେବ ଯେ, ନିର୍ଦ୍ଦିଷ୍ଟ କେଉଁ ଅଂଚଳରେ ଏବଂ କେତେବେଳେ ହେବ ବଜ୍ରପାତ । ଯାହା ଫଳରେ…

ଦୁଃଖ ଦେଇଗଲା ଝଡତୋଫାନ! କାଳବୈଶାଖୀ ବର୍ଷା ଭାଙ୍ଗିଦେଲା ଘରଦ୍ୱାର, ଛାରଖାର ହୋଇଗଲା ଫସଲ

କନକ ବ୍ୟୁରୋ : କାଳବୈଶାଖୀ ଦେଖାଇଛି ତାର କରାଳ ରୂପ । ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ଧରି କାଳବୈଶାଖୀ ବର୍ଷା ସହ ଝଡତୋଫାନ ହୋଇଛି । ଫଳରେ ଅନେକ ସ୍ଥାନରେ ଉଜୁଡି ଯାଇଛି ଚାଷୀର ଫସଲ । ଦିନର ପ୍ରଚଣ୍ଡ ରୌଦ୍ରତାପ ପରେ ଦିନ ବଢିବା ସହ ବଦଳିଗଲା ପ୍ରକୃତିର ରୂପ । ପ୍ରଚଣ୍ଡ ଖରା ପରେ…

ସରକାରୀ କାମରେ ଓଡ଼ିଆ ଭାଷା ବ୍ୟବହାର ନକଲେ କର୍ମଚାରୀଙ୍କୁ ମିଳିବ ଦଣ୍ଡ ! ଏପରିକି ଦୋକାନର ନାମଫଳକରେ ଓଡ଼ିଆ ନ ଲେଖିଲେ…

କନକ ବ୍ୟୁରୋ : ଆଜିଠାରୁ କାର୍ଯ୍ୟକାରୀ ହେଲା ଓଡିଆ ଭାଷା ସଂଶୋଧନ ଆଇନ୍ । ଦୀର୍ଘ ୬୩ ବର୍ଷ ପରେ ସରକାରୀ କାମରେ ଓଡିଆ ଭାଷା ବ୍ୟବହାର ନକଲେ ଦଣ୍ଡ ମିଳିବାର ଆଇନରେ ବ୍ୟବସ୍ଥା କରାଗଲା । ଏହାଫଳରେ ସମସ୍ତ ସରକାରୀ କର୍ମଚାରୀ ଆଜିଠାରୁ ସରକାରୀ କାମ ଓଡିଆରେ ନକଲେ ସେମାନଙ୍କ ବିରୋଧରେ…