Daily Archives

May 5, 2018

ମାଟ୍ରିକ ଓ ଯୁକ୍ତ ଦୁଇରେ ଫାଷ୍ଟକ୍ଲାସ , କିନ୍ତୁ ପରିଚୟ ଦାଦନ ଶ୍ରମିକ! କେଇ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ମେଧାବୀ…

କନକ ବ୍ୟୁରୋ : ବନ୍ଧା ପଡ଼ିଛି ମେଧାବୀଙ୍କ ଭାଗ୍ୟ । ଫି’ ଦେବାକୁ ଅସମର୍ଥ ହେବାରୁ ଏବେ ଛାତ୍ରଙ୍କ ସାର୍ଟିଫିକେଟ୍ କଲେଜ ପାଖରେ ବନ୍ଧା ପଡ଼ିଛି । ଆଉ ସାର୍ଟିଫିକେଟ୍ ମୁକୁଳାଇବା ପାଇଁ ଦାଦନ ଖଟୁଛନ୍ତି ଏହି ଯୁବକ । କଳାହାଣ୍ଡିର ଅନନ୍ତ ଦୀପ, ଛୋଟ ଥିବା ବେଳେ ଶିଶୁ ଶ୍ରମିକ ଭାବରେ ଉଦ୍ଧାର…

ରେଡ଼ିଓ ଚକଲେଟର ୧୧ ବର୍ଷର ଅଦ୍ୱିତୀୟ ଅଭିଯାନ ! ରେଡିଓ ମନୋରଞ୍ଜନରେ ମିଠା ବାଣ୍ଟି ଚାଲିଛି ଓଡିଶାର ନମ୍ବର ୱାନ ଏଫଏମ,…

କନକ ବ୍ୟୁରୋ : ମିଠା ଗୀତ, ମିଠା କଥା ଆଉ ମିଠା କାହାଣୀ । ଧୁମ୍ ମିଠା । ୧୦୪ ଏଫଏମ୍- ରେଡିଓ ଚକୋଲେଟ୍ । ଟିଭି ଓ ଇଂଟରନେଟ୍ ଯୁଗରେ ବି ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ରେଡିଓ ଚକୋଲେଟ୍ । ୧୧ ବର୍ଷ ହେଲା ଓଡିଆ ସଂସ୍କୃତି ଓ ପରମ୍ପରାର ନିଚ୍ଛକ ପରିବେଷଣ ଜାରି ରଖିଛି ଏହି ଏଫଏମ୍ । ବର୍ଷ…

ଆଉ ତ୍ରାହି ପାଇବେନି ଆତଙ୍କବାଦୀ ! ଭାରତୀୟ ଯୁବ ଇଞ୍ଜିନିୟର ତିଆରି କଲେ ମାରାତ୍ମକ ଡ୍ରୋନ, ଆତଙ୍କବାଦୀଙ୍କୁ ଖୋଜି ଖୋଜି…

ଭାରତରେ ଦିନକୁ ଦିନ ଆତଙ୍କବାଦୀ ସମସ୍ୟା ବଢି ବଢି ଚାଲିଛି । ଏପରିକି କହିବାକୁ ଗଲେ ଆତଙ୍କବାଦୀ ମାନଙ୍କର ସର୍ବାଧିକ ଶିକାର ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏକ ପ୍ରମୁଖ ଦେଶ । ପ୍ରତି ମୂହୁର୍ତ୍ତରେ କେଉଁଠି ନା କେଉଁଠି ଆତଙ୍କବାଦୀ କାର୍ଯ୍ୟକଳାପ, ସୀମାପାର ଅନୁପ୍ରବେଶ ଆଦି ଅନେକ ଘଟଣା…

ଓଡ଼ିଶାରେ ସ୍ପେଶାଲ-୨୬ ଫିଲ୍ମ ଭଳି ଲୁଟ୍ କଲେ ଦୁର୍ବୃତ! ଭିଜିଲାନ୍ସ ରେଡ଼ର ନକଲି ନାଟକ କରି ଲୁଟିନେଲେ ୧୩ ଭରିରୁ ଅଧିକ…

କନକ ବ୍ୟୁରୋ : ସୁନା ଲୁଟ୍ ପାଇଁ ଅଭିନବ ଉପାୟ । ପୂରା ଫିଲ୍ମ ଷ୍ଟାଇଲରେ ଲୁଟ ହେଲା ସୁନା । ଆରପିଏଫ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ରେଲବାଇ କର୍ମଚାରୀଙ୍କ ଘରେ କଳାକନା ବୁଲାଇ ଦେଇଛି ଲୁଟେରା । ଭିିଜିଲାନ୍ସ ରେଡର ଭୟ ଦେଖାଇ ପରିବାର ଲୋକଙ୍କଠାରୁ ୧୩ ଭରିରୁ ଅଧିକ ସୁନା ଗହଣା ଓ…

ଓଡ଼ିଆ ସିନେମାର ଏନ୍ତୁଡ଼ିଶାଳ କଳିଙ୍ଗ ଷ୍ଟୁଡ଼ିଓ ଉପରେ କ୍ରୀଡା ବିଭାଗର ଆଖି ! କ୍ରୀଡ଼ା ବିଭାଗ ସହ ମୁହାଁମୁହିଁ ହେବା ପାଇଁ…

କନକ ବ୍ୟୁରୋ : ଦିନେ, ଓଡ଼ିଆ ସିନେମାର ଏନ୍ତୁଡ଼ିଶାଳ କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ଉପରେ ପଡିଛି କ୍ରୀଡ଼ା ବିଭାଗର ଆଖି । ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା କଳିଙ୍ଗ ଷ୍ଟୁଡିଓ ଜାଗାରେ ସ୍ପୋର୍ଟସ କମ୍ପଲେକ୍ସ କରିବାକୁ ଚାହୁଁଛି କ୍ରୀଡ଼ା ବିଭାଗ । ଏନେଇ ସାଧାରଣ ପ୍ରଶାସନ ବିଭାଗକୁ ଚିଠି…