Daily Archives

May 26, 2018

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ! ୫୦୦ରୁ ୪୯୯ ନମ୍ବର ରଖି ଟପ୍ପର ହେଲେ ଗାଜିଆବାଦର ମେଘନା…

କନକ ବ୍ୟୁରୋ : ପ୍ରକାଶ ପାଇଛି ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥର ୮୩ ଦଶମିକ ୦୧ ପ୍ରତିଶତ ପାସ୍ ହାର ରହିଛି । ଗାଜିଆବାଦର ମେଘନା ଶ୍ରୀବାସ୍ତବ ସିବିଏସଇ ଦ୍ୱାଦଶରେ ଟପ୍ କରିଛନ୍ତି । ୫୦୦ ରୁ ୪୯୯ ନମ୍ବର ରଖି ସାରା ଦେଶରେ ଟପ୍ପର ହୋଇଛନ୍ତି ମେଘନା । ସେହିପରି ୪୯୮ ରଖି…

ନିଜ ଶୌଚାଳୟ ସହ ସେଲଫି ନପଠାଇଲେ ଦରମା ପାଇବେନି ସରକାରୀ କର୍ମଚାରୀ ! ସ୍ୱଚ୍ଛତା ଅଭିଯାନ ପାଇଁ ଜିଲ୍ଲାପାଳଙ୍କ ନିଆରା…

ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡ଼ିଏମ୍) ଶୀତଲ ବର୍ମା ସେଠାକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ନିଆରା ନିୟମ କରିଛନ୍ତି । ଏହି ନିୟମ ଅନୁଯାୟୀ, ସରକାରୀ କର୍ମଚାରୀଙ୍କୁ ତାଙ୍କ ଘର ଶୌଚାଳୟ ସହ ସେଲଫି ପଠାଇବା ପରେ ହିଁ ତାଙ୍କୁ ଦରମା ମିଳିବ। ଏହା ଦ୍ୱାରା ରାଜ୍ୟରେ ସ୍ୱଚ୍ଛତା…

କଟକରେ କଂଗ୍ରେସ ବିକିଲା ମୋଦିଙ୍କ ନାଁରେ ପକୁଡ଼ି, ମୋଦି ଦେଲେ ୪ ବର୍ଷ ସରକାରର ହିସାବ ନିକାସ

କନକ ବ୍ୟୁରୋ : ଗୋଟିଏ ପଟେ ୪ ବର୍ଷର ସଫଳତାର ହିସାବ କହିବାକୁ ଆସୁଥିଲେ ମୋଦି, ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଳଫତା କହିବାକୁ କଂଗ୍ରେସ ଆଣିଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା କପିଲ ସିବଲଙ୍କୁ । ମୋଦି କଟକରେ ସଫଳତା କାହାଣୀ କହୁଥିବା ବେଳେ ସିବଲ ଭୁବନେଶ୍ୱରରେ ବସି…

ମା’ର ମମତା ଆଗରେ ହାରିଗଲା ବାଘ ! ଝିଅକୁ ବଞ୍ଚାଇବା ପାଇଁ ଯାଇ ଚିତାବାଘ ସହ ଲଢିଲେ ସାହସୀ ମା ।

କଥାରେ ଅଛି ମା’ ପରି କିଏ ହେବ । ମା ସବୁବେଳେ ନିଜ ପିଲାମାନଙ୍କୁ ସୁରକ୍ଷା ଛାୟାରେ ଘୋଡାଇ ରଖିଥାଏ । ଯେତେ କଷ୍ଟ ବିପଦ ଆସିଥିଲେ ମଧ୍ୟ ମାର ମମତା ଆଗରେ ସବୁକିଛି ହାର ମାନିଥାଏ । ଠିକ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ନିଜ ୧୧ ବର୍ଷୀୟ ଝିଅକୁ ବଞ୍ଚାଇବାକୁ ଯାଇ ଚିତାବାଘ ସହ…

ପୁରୀରୁ ନିର୍ବାଚନ ଲଢ଼ିବେ କି ମୋଦି ? ଅମିତ ଶାହା କହିଲେ, କେଉଁ ଲୋକସଭା ଆସନରୁ ଲଢ଼ିବେ ତାହା ସ୍ଥିର ହୋଇନି

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ୨୦୧୪ରେ ଓଡିଶାରୁ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ପୂର୍ବ ଭାରତ ଦଖଲ ଲକ୍ଷ୍ୟ ରଖିଛି । କୁହାଯାଉଛି ପୁରୀରୁ ନିର୍ବାଚନ ଲଢି ଓଡିଶା,…