Daily Archives

May 21, 2018

ନିପାହ ଭାଇରସକୁ ନେଇ ଆତଙ୍କିତ କି ? ଜାଣନ୍ତୁ ଏହି ଭୟଙ୍କର ଭାଇରସରୁ ରକ୍ଷା ପାଇବାର ଉପାୟ ।

ଭାରତରେ ଆତଙ୍କ ଖେଳାଇଥିବା ନିପାହ ଭାଇରସ ବିଶେଷ କେରଳର କରି କୋଝିକୋଡ ଅଞ୍ଚଳରେ ବ୍ୟାପିବାର ଲାଗିଛି । ଏପରିକି ଏହି ଭାଇରସର ଶିକାର ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହାସହ ୨୫ଜଣଙ୍କ ରକ୍ତ ନମୂନାରେ ଭାଇରସ ଥିବା ଜଣାପଡିଛି  । ତେଣୁ ଘଟଣା ଗମ୍ଭୀରତାକୁ…

ଭାଇରାଲ ହେଲା ପ୍ରୀତି ଜିଂଟାଙ୍କ ଭିଡିଓ ! ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି

ଚର୍ଚ୍ଚାରେ ପ୍ରୀତି ଜିଂଟାଙ୍କ ଭିଡିଓ । ରବିବାର ଦିନ ଆଇପିଏଲର ପ୍ଲେ ଅଫ୍ ତାଲିକା ଫାଇନାଲ ହୋଇଥିବା ବେଳେ ଏହି ସମୟରେ ଭାଇରାଲ ହୋଇଛି ପ୍ରୀତିଙ୍କ ଏହି ଭିଡିଓ । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାର ହୋଇଯାଇଥିବା ନେଇ ପ୍ରୀତି ଖୁସି ଥିବା ସମସ୍ତେ କହୁଛନ୍ତି । ତେବେ ସୋସିଆଲ…

ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ କୁମାରସ୍ୱାମୀ ! ସରକାରର ରୂପରେଖ ନେଇ ଆଲୋଚନା

କନକ ବ୍ୟୁରୋ : ଶପଥ ଗ୍ରହଣ ପୂର୍ବରୁ ସରକାର ଭାଗବଂଟା ନେଇ ଚୂଡାନ୍ତ କରିବାକୁ ଦିଲ୍ଲୀରେ ପହଂଚିଥିବା ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଚୋଲନା କରିବେ । କଂଗ୍ରେସର ନିଃସର୍ତ ସମର୍ଥନରେ କୁମାରସ୍ୱାମୀ…

ଋଷିଆରେ ମୋଦି-ପୁଟିନଙ୍କ ଅନୌପଚାରିକ ସାକ୍ଷାତ ! ଏଜେଣ୍ଡା ବିହୀନ ବୈଠକରେ ପୁରୁଣା ସ୍ମୃତିକୁ ମନେ ପକାଇଲେ ମୋଦି

କନକ ବ୍ୟୁରୋ : ସି ଜିନପିଙ୍ଗଙ୍କ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅନୌପଚାରିକ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାଦ୍ୱାରା ଭାରତ ରୁଷ୍ ଦ୍ୱିପାକ୍ଷିକ ସଂପର୍କ ଆହୁରୀ ସୁଦୃଢ଼ ହେବ ବୋଲି କୁହାଯାଉଛି । ସେପଟେ ଭାରତ–ରୁଷ ୭୦ ବର୍ଷର ବନ୍ଧୁତାକୁ ନେଇ…

ଅରୁଣାଚଳ ସୀମାରେ ସୁନା ଖୋଜୁଛି ଚୀନ୍ ! ପୁଣି ଥରେ ଦୁଇ ଦେଶ ମଧ୍ୟରେ ବଢିପାରେ ତିକ୍ତତା

କନକ ବ୍ୟୁରୋ : ଅରୁଣାଚଳ ସୀମାରେ ସୁନା ଖୋଜୁଛି ଚୀନ । ଭାରତର ଅରୁଣାଚଳ ସୀମାକୁ ଲାଗି ରହିଥିବା ତିବତ୍ ଲୁଂଜ କାଉଂଟି ଅଂଚଳରେ ସୁନା, ହୀରା ଓ ମୂଲବ୍ୟାନ ରତ୍ନ ଓ ଧାତୁ ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ କରିଛି ଚୀନ୍ । ଏହି ସୁନା ଓ ହୀରାର ମୂଲ୍ୟ ୪୦ଲକ୍ଷ କୋଟି ହେବ ବୋଲି ଜଣାପଡ଼ିଛି ।…