Daily Archives

May 27, 2018

ଏଣିକି ଗୋଟିଏ କ୍ଲିକରେ ଜାଣିପାରିବେ ପାଣିପାଗ ସୂଚନା ! ତାପମାତ୍ରାକୁ ନେଇ ମୋବାଇଲକୁ ଆସିବ ତଥ୍ୟ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଲୋକମାନଙ୍କୁ ଖରାପ ପାଣିପାଗ ନେଇ ସତର୍କ ସୂଚନା ପଠାଇବା ପାଇଁ ଭାରତ ସଞ୍ଚାର ନିଗର ଲିମିଟେଡ୍ (ବିଏସଏନଏଲ୍) ସହିତ ହାତ ମିଳାଇଛି ବୋଲି କେନ୍ଦ୍ର ମନ୍ତ୍ରୀମଣ୍ଡଳର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସାଧାରଣ ଲୋକଙ୍କ ପାଖରେ କିଭଳି…

ବିଜେପି ସରକାରଙ୍କ ୪ ବର୍ଷରେ କ’ଣ ହୋଇଛି ଶସ୍ତା କ’ଣ ହୋଇଛି ମହଙ୍ଗା ! ଜାଣନ୍ତୁ ପୁରା ଖବର ।

ମୋଦି ସରକାରଙ୍କ ୪ ବର୍ଷର ସଫଳତାର ପ୍ରଚାର ପ୍ରସାର କରିବା ପାଇଁ ବିଜେପି କର୍ମୀମାନେ ପୁରା ଦମ୍ ଲଗାଇ ଦେଇଛନ୍ତି । କିନ୍ତୁ ପ୍ରକୃତରେ ବିଜେପି ଶାସନକାଳର ଏହି ୪ ବର୍ଷରେ ଦରଦାମ ବୃଦ୍ଧି କୁ ନେଇ ବିରୋଧୀମାନେ ବିଜେିପକୁ ଘେରୁଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ହେଲେ…

ନିପା ଭାଇରସକୁ ନେଇ ଆସିଲା ନୂଆ ତଥ୍ୟ ! କେରଳ ନୁହେଁ ବରଂ ୧୭ ବର୍ଷ ପୂର୍ବେ ଭାରତକୁ ଆସିଥିଲା ନିପାହ ଭୂତାଣୁ ।

କେରଳରେ ନିପା ଭୂତାଣୁ ସଂକ୍ରମଣ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ ବାରମ୍ବାର ସତର୍କ ସୂଚନା ଜାରି କରାଯାଉଛି । ତେବେ ନିପା ଭୂତାଣୁ କେରଳରୁ ସଂକ୍ରମଣ ହୋଇନାହିଁ ବରଂ ଏହା ୧୭ବର୍ଷ ପୂର୍ବରୁ ଭାରତକୁ ଆସି ସାରିଛି ବୋଲି ଖବର ମିଳିଛି । ନିକଟରେ କେରଳରେ କେତେଜଣଙ୍କର…

ଓଡ଼ିଆ ଗୀତରେ ଝୁମିଲେ ମୋଦି ! ଜାଣନ୍ତୁ କଟକରେ କିଏ, କେଉଁଠି ଓ କେମିତି ମୋଦିଙ୍କୁ ଶୁଣାଇଲେ ଓଡ଼ିଆ ଟ୍ରାକ

କନକ ବ୍ୟୁରୋ : ନିଦ ଭରା ରାତି ମଧୁ ଝରା ଜହ୍ନ ,ଫିକା ଫିକା ଏହି ଜୋଛନା । ତୁମେ ନାହଁ ସାଥୀ, ଆଜି ଏହି ରାତି, ଏକାଏକା ଭଲ ଲାଗେନା । ଓଡ଼ିଶାର ଅନେକ ସଙ୍ଗୀତ ପ୍ରେମୀଙ୍କୁ ନିର୍ମଳା ମିଶ୍ରଙ୍କର ଏହି ସୁମଧୁର ଗୀତ ଆଜି ବି ଆନମନା କରେ । ଏବେ ବି ଅନେକ ଲୋକ ଏହି ଗୀତକୁ ଗୁଣୁଗୁଣୁ ହେବା ଭୁଲି…

ଏଣିକି ବେଶ ସହଜରେ ଲିଭାଇପାରିବେ ନୋଟରେ ଥିବା ଲେଖାଦାଗ ! ଜାଣନ୍ତୁ କିପରି ।

ସରକାରଙ୍କ ତରଫରୁ ବନ୍ଦ କରାଯିବା ପରେ ମଧ୍ୟ ବଜାରରେ ଏପରି ବହୁତ ନୋଟ କାରବାର ହେଉଛି ଯାହା ଉପରେ କଲମରେ ନାମ କିମ୍ବା ନମ୍ବର ଲେଖାଥାଉଛି । ସେହି ନୋଟ ଗୁଡ଼ିକୁ ବ୍ୟାଙ୍କ ଗ୍ରହଣ କରୁ ନଥିବାରୁ ଦୋକାନୀମାନେ ମଧ୍ୟ ଗ୍ରହଣ କରିବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି । ଯାହା ଫଳରେ ସେହି ଟଙ୍କା ବା…

ବଢୁଛି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଚାହିଦା ! ଜାଣନ୍ତୁ ଫିଚର, ଡିସପ୍ଲେ, କ୍ୟାମେରାରେ କେଉଁ ଫୋନ ରହିଛି ଆଗରେ ।

କନକ ବ୍ୟୁରୋ : ଆଜିର ମାର୍କେଟରେ ଗୁଗୁଲର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ରହିଛି ଏକ ବଡ ଅଂଶ । ସମସ୍ତଙ୍କର ପସନ୍ଦ ଲେଟେଷ୍ଟ ଫିଚର ସାଙ୍ଗକୁ ହାଇ କ୍ୱାଲିଟି ଡିସ୍ପ୍ଲେ, ହାଇ ରିଜୋଲ୍ୟୁସନ କ୍ୟାମେରା ରହିଥିବା ଫୋନ ।  ଦେଖିବା ଭାରତରେ ଚଳିତ ବର୍ଷ ମେ ମାସ ସୁଦ୍ଧା ଟପ୍ ୬ତାଲିକାରେ ରହିଛି କେଉଁ…