Daily Archives

May 11, 2018

ନିଶା ଖାଇଲା ପରେ କ’ଣ ହୁଏ? ଜଣେ ନିଶାଡ଼ି କହିଲା ସଂଘାତିକ କଥା । ଜାଣନ୍ତୁ ନିଶା କିପରି ମଣିଷକୁ କରିଦିଏ ସଇତାନ

କନକ ବ୍ୟୁରୋ: ରାଜଧାନୀର ଗଳିକନ୍ଦିରେ ମିଳୁଛି ବ୍ରାଉନସୁଗାର । ଆଉ ଏହି ନିଶା ଏତେ ମାରାତ୍ମକ ଯେ, ମଣିଷକୁ ମୁହୂର୍ତକ ମଧ୍ୟରେ କରିଦିଏ ସଇତାନ । ଏପରି କହିଛନ୍ତି ବ୍ରାଉନସୁଗାର ନିଶାରେ ଚୁର୍ ହୋଇଥିବା ଜଣେ ବି-ଟେକ୍ ଛାତ୍ର । ଆଉ କନକ ନ୍ୟୁଜ କ୍ୟାମେରାରେ ରେକର୍ଡ ହୋଇଛି, ଏହି ନିଶାଖୋର…

ହାରିଗଲେ ଲଢୁଆ ପୁଲିସ୍ ଅଫିସର । ନିଜ ବନ୍ଧୁକରେ ଗୁଳିକରି ବରିଷ୍ଠ ଆଇପିଏସ୍ ହିଂମାଶୁ ରାୟଙ୍କ ଆତ୍ମହତ୍ୟା ।…

କନକ ବ୍ୟୁରୋ: ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଏକଦା ନିଦ ହଜାଇ ଦେଇଥିବା ଆଇପିଏସ୍ ଅଫିସର ଶେଷକୁ ହାରିଗଲେ କ୍ୟାନସର ସାମ୍ନାରେ । ନିଜ ସର୍ଭିସ ରିଭଲଭର୍ରୁ ଗୁଳିଚଳାଇ ଆତ୍ମହତ୍ୟ କଲେ । ସେ ହେଉଛନ୍ତି, ମୁମ୍ବାଇର ଦବଙ୍ଗ ପୁଲିସ ଅଫିସର ହିମାଂଶୁ ରାୟ । ଆଜି ମାଲାବାର ହିଲ୍ ସ୍ଥିତ ସରକାରୀ ବାସଭବନରେ…

ଶକ୍ତି ମନ୍ତ୍ରୀଙ୍କ ‘ଶକ୍ତି’ ପରୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସଫଳତା ବଖାଣିଲେ ସୁଶାନ୍ତ ସିଂ । କହିଲେ,…

କନକ ବ୍ୟୁରୋ: ଶକ୍ତି ମନ୍ତ୍ରୀଙ୍କ ଶକ୍ତି ପରୀକ୍ଷା । ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତି ବିଭାଗର ରିପୋର୍ଟ ଦେଇଛନ୍ତି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ  ଏବଂ ମନ୍ତ୍ରୀଙ୍କ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର କେତେ ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି ଏବଂ ବର୍ତମାନ ସ୍ଥିତି…

ନେତାଙ୍କ ସେତୁ ଶିଳାନ୍ୟାସ କଳି । ଶ୍ରେୟ ନେବା ପାଇଁ ଗୋଟିଏ ପ୍ରକଳ୍ପ ଦୁଇ ଦୁଇ ଥର ଶିଳାନ୍ୟାସ କଲେ ବିଧାୟକ ଏବଂ ସାଂସଦ

କନକ ବ୍ୟୁରୋ: ୨୦୧୯ ଯେତିକି ପାଖେଇ ଆସୁଛି ସେତିକି ଜୋରଧରୁଛି ଶ୍ରେୟ ରାଜନୀତି । ଆଉ ଏହି ଶ୍ରେୟ ନେବାର ପ୍ରତିଯୋଗିତା ଭିତରେ ଗୋଟିଏ ପ୍ରକଳ୍ପ ଦୁଇ ଦୁଇଥର ଶିଳାନ୍ୟାସ ହେଉଛି । ବଲାଙ୍ଗୀର ଜିଲ୍ଲାରେ ଯେଉଁ ବିଜୁ ସେତୁକୁ ବିଧାୟକ ଶିଳାନ୍ୟାସ କରିବାର ଥିଲା, ତାକୁ ଗୋଟିଏ ଦିନ ପୂର୍ବରୁ ସାଂସଦ…

ନୀରବି ଗଲେ ଓଲିଉଡର ମାଆ ଅନିତା ଦାସ । ପରଦାରେ ଅଭିନୟ ଥିଲା, ହେଲେ ମିଛ ନଥିଲା ମାଆର ମମତା

କନକ ବ୍ୟୁରୋ: ଆରପାରିରେ ଅନୀତା ଦାସ । ଓଲିଉଡର ବିଶିଷ୍ଟ ଅଭିନେତ୍ରୀ ତଥା ଓଡିଆ ଚଳଚ୍ଚିତ୍ର ଜଗତର ମାଆ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅନୀତା ଦାସଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ଶହେରୁ ଅଧିକ ଫିଲ୍ମ, ଭଜନ ଓ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ଆଦର ପାଇଛନ୍ତି ସେ । ଶିଶୁ…