Daily Archives

May 17, 2018

ରାହୁଲ-ଶାହା ଟ୍ୱିଟର ୱାର ! ରାହୁଲ କହିଲେ, ବିଜେପି ଶାସନରେ ଭାରତ ପାଲଟିଯିବ ପାକିସ୍ତାନ

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିକୁ ନେଇ ଘଡିକେ ଘୋଡା ଛୁଟୁଛି । ଏସବୁ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପିର ଶାସନ ସମୟକୁ ପାକିସ୍ତାନ ସହ ତୁଳନା କରିବାକୁ ପଛାଇ ନାହାଁନ୍ତି । ଛତିଶଗଡର ରାୟପୁରରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ବର୍ତମାନ ଆରଏସଏସ ଯେଉଁଭଳି…

ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର ! ସରକାରଙ୍କ ନୂଆ ଯୋଜନା, ମିଳିବ ମାଗଣା ବୀମା ସୁବିଧା ।

ଦେଶର କୋଟି କୋଟି ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର । କେନ୍ଦ୍ରର ମୋଦି ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅନୁସାରେ ନିର୍ମାଣ ଶ୍ରମିକଙ୍କୁ ମାଗଣା ବୀମା ସୁବିଧା, ୬୦ ବର୍ଷ ପରେ ମାସକୁ ୧୦୦୦ ଟଙ୍କା ପେନସନ, ସେମାନଙ୍କ ସନ୍ତାନ…

ଛତିଶଗଡ଼ ଠାରୁ ଧୋକା ଖାଇବା ପରେ ଚେତିଲେ ଓଡ଼ିଶା ସରକାର! ୩ ମାସ ମଧ୍ୟରେ ନଦୀ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଛତିଶଗଡର ପ୍ରତାରଣା ପରେ ଚେତିଛନ୍ତି ଓଡିଶା ସରକାର । ଜଳ ସଂପଦର ବିକାଶ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚରେ ହେବ ୭୫ ହଜାର କୋଟି ଟଙ୍କା । ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆସନ୍ତା ୩ ମାସ ମଧ୍ୟରେ ବିସ୍ତୃତ ନଦୀ ନୀତି ପ୍ରସ୍ତୁତ କରିବାକୁ ଜଳ…

ପାଇପ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ ! ପଢ଼ନ୍ତୁ କେମିତି ଥିଲା ପୂରା ଅପରେସନ

କନକ ବ୍ୟୁରୋ : ଆଜି କଟକରେ ଏଭଳି ଘଟଣା ଘଟିଥିଲା ଯାହା ଉପରେ ସାରା ରାଜ୍ୟର ନଜର ଲାଖି ରହିଥିଲା । ପାଣି ପାଇପରେ କାମ କରୁଥିବା ବେଳେ ପାଇପ୍ ଭିତରେ ପଶିଯାଇଥିଲେ ଜଣେ ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲି । ତୁରନ୍ତ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ବି ପୁରା ଦମ ଲଗାଇ ଦେଇଥିଲା…

ବିମାନ ବିଳମ୍ବରେ ପହଞ୍ଚିବା ପଡିଲା ମହଙ୍ଗା ! ଯାତ୍ରୀଙ୍କୁ ୮.୮ ଲକ୍ଷ ଟଙ୍କା ଜରିମାନା ଦେବ ଏୟାରଇଣ୍ଡିଆ । 

ବିଳମ୍ବରେ ବିମାନ ଅବତରଣ କରିବା ଏୟାରଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଉ ଏଥି ପାଇଁ ଯାତ୍ରୀମାନଙ୍କୁ ୮.୮ ଲକ୍ଷ ଟଙ୍କା ଜରିମାନା ଦେବାକୁ ଯାଉଛି ଏୟାରଇଣ୍ଡିଆ । ଯାତ୍ରୀସେବାରେ ବାଧାସୃଷ୍ଟି ହୋଇଥିବାରୁ ଏୟାର ଇଣ୍ଡିଆ ତରଫରୁ ଏହି ରାଶି ଯାତ୍ରୀମାନଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି ।…