Daily Archives

May 3, 2018

ପୁଣି ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା ! ଲୁହା ରେଲିଂରେ ଚାପି ହୋଇଗଲେ ୨ ଶ୍ରମିକ, ଜଣେ ମୃତ ଜଣେ ଗୁରୁତର

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲ ଓଭରବ୍ରିଜରେ ଘଟିଛି ପୁଣି ଏକ ଦୁର୍ଘଟଣା । କାମ ଚାଲିଥିବା ବେଳେ ରେଲିଂ ଭୁଶୁଡି ଯିବା ସହ ଏହାତଳେ ଚାପି ହୋଇଯାଇଥିଲେ ୨ ଜଣ ଶ୍ରମିକ । ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ ଓ ଜଣେ ଆହତ ହୋଇଛନ୍ତି । ମୃତ ଶ୍ରମିକଙ୍କ ନାମ ହେଲା ଅଜୟ ଭୂମିଚ । ଅଜୟ ଭୂମିଚଙ୍କ ଘର…

ବିଏସଏନଏଲର ନୂତନ ଯୋଜନା ! ୩୪୯ଟଙ୍କାରେ ୫୪ଜିବି ଡାଟା ଓ ଅସୀମିତ କଲିଂ ସୁବିଧା

ଜିଓ ଓ ଅନ୍ୟ କମ୍ପାନିକୁ ଟକ୍କର ଦେବା ପାଇଁ ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏକ ନୂତନ ପ୍ଲାନ୍‌ ଲଞ୍ଚ କରିଛି । ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ପ୍ରିପେଡ ଗ୍ରାହକଙ୍କୁ ଅସୀମିତ ଭଏସ୍‌ କଲିଂ ବ୍ୟତୀତ ୧ଜିବି ଡାଟା ପ୍ରତିଦିନ ମିଳିବ। କମ୍ପାନିର…

ବିଗ୍ ବିଙ୍କ ସହ କଥା ହେବାର ସୁଯୋଗ ! ବ୍ୟବହାର କରନ୍ତୁ ଜିଓ ଇଂଟରାକ୍ଟ

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ଏହି ସୁଯୋଗ ଦେବ ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଜିଓ ଇଣ୍ଟରାକ୍ଟ ମାଧ୍ୟମରେ ଆପଣ ଏହି ସୁଯୋଗ ପାଇପାରିବେ । ରିଲାଏନ୍ସ ଜିଓ ଏକ ନୂଆ ଡିଜିଟାଲ…

ବିଳମ୍ବରେ ଟଙ୍କା ଫେରସ୍ତ ପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ ! ଛୁଟିରେ ରାଜସ୍ୱ ଅମଲା

କନକ ବ୍ୟୁରୋ : ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟାରେ ବିଳମ୍ବ ହୋଇପାରେ । ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ତିନି ଦିନ ହେଲା କାମ ଛାଡି ଆନ୍ଦୋଳନରେ ବସିଛନ୍ତି ରାଜସ୍ୱ ଅଧିକାରୀ ଓ କର୍ମଚାରୀ । ଫଳରେ ଠପ୍ ହୋଇଯାଇଛି ସମସ୍ତ ସରକାରୀ କାମ…

ସେଲ୍ଫି ନିଶାରେ ଜୀବନ ସହ ସାଂଘାତିକ୍ ଖେଳ ! ଜୟପୁରରେ ଫଟୋ ଉଠାଇବାକୁ ଯାଇ ୫୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ,…

କନକ ବ୍ୟୁରୋ : ସାଧରଣତଃ କହିବାକୁ ଗଲେ ବର୍ତ୍ତମାନ ସେଲ୍ଫି ନେବା ଲୋକମାନଙ୍କ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି । ଯେଉଁଠି ଦେଖିଲେ ସେଇଠି ସେଲ୍ଫି, ଯିଏ ପାରିଲା ସିଏ ନେଲା ସେଲ୍ଫି । ତେବେ ମୋଟ ଉପରେ କହିବାକୁ ଗଲେ ସବୁ ସେଲ୍ଫି ମାୟାରେ ବାୟା । ସେଲ୍ଫି କିପରି ପ୍ରାଣଘାତୀ…