Daily Archives

May 29, 2018

ଓଡିଶାର ୪୫ତମ ରାଜ୍ୟପାଳ ଭାବେ ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ । ଜାଣନ୍ତୁ ତାଙ୍କ ବାବଦରେ ପୁରା ତଥ୍ୟ

କନକ ବ୍ୟୁରୋ : ଓଡିଶାର ରାଜ୍ୟପାଳ ଆଜି ଭାବେ ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି ପ୍ରଫେସର ଗଣେଶୀ ଲାଲ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନିତ ଶରଣ ଗଣେଶୀ ଲାଲଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାସହ ଓଡିଶାର ନବନିଯୁକ୍ତ ରାଜ୍ୟପାଳଭାବେ ଗାଦି ସମ୍ଭାଳିବା ପରେ ତାଙ୍କୁ…

ଦରକାର ନାହିଁ ନିଆଁ କି ତାୱା ! ଚଟାଣରେ ତିଆରି ହେଉଛି ରୁଟି

କନକ ବ୍ୟୁରୋ : ଗରମ ତାତିରେ ସିଝୁଛି ଉତର ଭାରତ । ବାରାଣାସୀରେ ଖରାର ପ୍ରକୋପ ଏତେ ରହିଛି ଯେ ୧୫ ରୁ ୨୦ ମିନିଟ ଭିତରେ ଚଟାଣରେ ତିଆରି ହେଉଛି ରୁଟି । ଏଭଳି ଦୃଶ୍ୟ ଆଜି ବାରଣାସୀରେ ଦେଖିବାକୁ ମିଳିଛି । ବାରଣାସୀରେ ଆଜି ପାରା ୪୫ ଡିଗ୍ରୀ ଉପରେ ରହିଥିଲା । ଯେଉଁଥିପାଇଁ କୌଣସି ପର୍ଯ୍ୟଟକଙ୍କ…

ଉତ୍ତର ପ୍ରଦେଶରେ ଭୋଟିଂ ବେଳେ ଇଭିଏମରେ ତ୍ରୁଟି ! ନିର୍ବାଚନ କମିଶନ କହିଲେ, ଅତ୍ୟଧିକ ଗରମ ଯୋଗୁଁ ଇଭିଏମରେ ଦେଖାଦେଲା…

କନକ ବ୍ୟୁରୋ :ଉତର ପ୍ରଦେଶ କୈରାନାରେ ୭୩ଟି ବୁଥରେ ଆସନ୍ତାକାଲି ପୁଣି ପଡିବ ଭୋଟ୍। ନୁପୁର ଓ କୈରାନାରେ ଉପନର୍ବାଚନ ବେଳେ ଇଭିଏମରେ ତ୍ରୁଟି ନେଇ ବିବାଦ । ଇଭିଏମ୍ ଓ ଭିଭିପାଟ ନେଇ ପ୍ରଶ୍ନ ଉଠାଇଛନ୍ତି ଉତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଉପନିର୍ବାଚନରେ ଇଭିଏମରେ…

ସାଂଘାତିକ ରୂପ ନେଉଛି ସୋସିଆଲ ମିଡ଼ିଆର ପିଲା ଚୋରି ଗୁଜବ ! ପିଲା ଚୋରି ପାଇଁ ଆଡ଼ଭାଇଜରୀ ଜାରି କଲା ପୋଲିସ

କନକ ବ୍ୟୁରୋ : ପିଲାଚୋର ସନ୍ଦେହରେ ପ୍ରତିଦିନ ସାମ୍ନାକୁ ଆସୁଥିବା ମରଣାନ୍ତକ ଆକ୍ରମଣ ଖବର ପୋଲିସର ନିଦ ହଜାଇ ଦେଇଛି । ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ମାତ୍ରେ ତାତି ଉଠୁଛି ଭିଡ । ଆଉ ସଫ୍ଟ ଟାର୍ଗେଟ ପାଲଟୁଛନ୍ତି ଓଡିଆ କହିପାରୁନଥିବା କିମ୍ବା ମାନସିକ ଭିନ୍ନକ୍ଷମ ବ୍ୟକ୍ତି । ସୋସିଆଲ…

ସ୍କୁଲ ଦିଦିଙ୍କ ପାଇଁ ନୂଆ ଡ଼୍ରେସକୋର୍ଡ଼ ! ପିନ୍ଧିବେ ହସ୍ତତନ୍ତର ଶାଢ଼ୀ

କନକ ବ୍ୟୁରୋ : ଏଣିକି ସ୍କୁଲ ଦିଦି ପିନ୍ଧିବେ ବୟନିକା ଶାଢୀ । ଚଳିତ ଶିକ୍ଷା ବର୍ଷ ଠାରୁ ଏହାକୁ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ୧୦ମ ଶ୍ରେଣୀ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସକୋଡ୍ ଲାଗୁ କରାଯିବ । ଶାଢୀର ରଙ୍ଗ ସମାନ ରହିବ କିନ୍ତୁ ଏହାକୁ ବୟନିକା କପଡାରେ ପ୍ରସ୍ତୁତ କରାଯିବ ।…