Daily Archives

May 8, 2018

ଓଡିଆ ଛାତ୍ରଙ୍କ ନୂଆ ଆପ୍: ‘ହୋମଭେରୀ’ ଜରିଆରେ ଲୋକଙ୍କୁ ମିଳୁଛି ଅନେକ ସୁବିଧା

କନକ ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ପାଇଁ ବଜାରରୁ ସଉଦା କିଣିବାକୁ ସମୟ ପାଉନାହିଁ । ଏଥିପାଇଁ ତାର ଉପାୟ ଖୋଜିଛନ୍ତି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟର ୩ ଜଣ ଛାତ୍ର । ସେମାନେ ଏକ ଷ୍ଟାଟ ଅଫ୍ ଆପ୍ ଜରିଆରେ ଲୋକଙ୍କୁ ଯୋଗେଇ ଦେଉଛନ୍ତି ବିଭିନ୍ନ ସାମଗ୍ରୀ,…

ପିଲାଙ୍କୁ କୌଣସି ବି ବିପଦରୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସେମାନଙ୍କ ସହ ସେୟାର କରନ୍ତୁ ଏହି ୮ଟି…

ଆଜିକାଲି ଶିଶୁ ଅପହରଣ ଏବଂ ସେମାନଙ୍କ ସହ ଘଟୁଥିବା ଅପରାଧ କିଛି ନୂଆ କଥା ନୁହେଁ । ଏହା ବର୍ତ୍ତମାନ ବହୁଳ ଭାବେ ବୃଦ୍ଧି ହେବାରେ ଲାଗିଛି । ପ୍ରତିଦିନ କେହି ନା କେହି ଏବଳି ଅପରାଧର ଶିକାର ହେବା ନେଇ ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଉଛି । ତେଣୁ ଏହାକୁ ରୋକିବା ଲାଗି ସମସ୍ତ ବାପା-ମା’…

ମନ୍ତ୍ରୀଙ୍କୁ ହିସାବ ମାଗିଲେ ମୋଦି । କେଉଁ ବିଭାଗରେ କେତେ ହୋଇଛି ନିଯୂୁକ୍ତି ଦିଅନ୍ତୁ ହିସାବ

୨୦୧୯ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ୪ ବର୍ଷରେ ପ୍ରଥମ ଥର ପାଇଁ ନିଯୁକ୍ତି ବାବଦରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହିସାବ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠି ଆପଣଙ୍କୁ ସୁଚାଇ ଦେଉଛୁ ଯେ ଆସନ୍ତା ମେ ୨୬ ତାରିଖର ମୋଦି ସରକାରଙ୍କ ପ୍ରଥମ ପାଳିର ୪ର୍ଥ ବର୍ଷ ପୂରଣ ହେବାକୁ…

ମିଛ ନୁହେଁ ସତ ! ମାତ୍ର ୧ ଟଙ୍କାରେ କିଣନ୍ତୁ ନିଜ ମନପସନ୍ଦର ମୋବାଇଲ ଓ ଲାପଟପ, ଜାଣନ୍ତୁ କେଉଁଠି

ଆଜ୍ଞା ହଁ ! ମାତ୍ର ୧ ଟଙ୍କା ଦେଇ ଆପଣ କିଣିପାରିବେ ନିଜ ମନପସନ୍ଦର ସ୍ମାର୍ଟଫୋନ ଏବଂ ଲାପଟପ । ଭାରତର ଲୋକପ୍ରିୟ ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟରେ ୧୩ ମଇରୁ ଆରମ୍ଭ ହେବାକୁ ଯାଉଛି ମେଗା ସେଲ୍ । ଯେଉଁଥିରେ ଆପଣ ଲାଟେଷ୍ଟ ଗ୍ୟାଜେଟ କମ୍ବା ଘରର କୌଣସି ବି ବୈଦ୍ୟୁତିକ ଉପକରଣ ବହୁ…

ଓଡିଶାରେ ପ୍ରବଳ ଝଡତୋଫାନ ଆଶଙ୍କା: ଆସନ୍ତା ୨୪ ଘଂଟା ମଧ୍ୟରେ ଏହିସବୁ ଜିଲ୍ଲାରେ କାଳବୈଶାଖୀ ହେବା ସମ୍ଭାବନା

କନକ ବ୍ୟୁରୋ: ଉପକୂଳ ଓଡିଶାରେ ଝଡତୋଫାନର ଆଶଙ୍କା । ଆସନ୍ତା ୯, ୧୦ ଓ ୧୧ ତାରିଖରେ ଉପକୂଳ ଓଡିଶାରେ ଝଡତୋଫାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଂଟା ମଧ୍ୟରେ କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ରାୟଗଡା , କନ୍ଧମାଳରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।…

ବେକାର ଯୁବକ-ଯୁବତୀଙ୍କ ପାଇଁ ବଡ ଖବର: ଏଠାରେ ଆଜି ଆବେଦନ କରିବେ ତ କାଲି ଚାଲି ଆସିବ ଆପଣଙ୍କ ନିକଟକୁ କଲ୍ , ତୁରନ୍ତ…

ଯଦି ଆପଣ ବି ମେଡିକାଲ ସେକ୍ଟରରେ କୌଣସି ଏକ ଭଲ ଚାକିରି ଖୋଜୁଛନ୍ତି ତେବେ ଏହି ଖବରଟି ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । କାରଣ ଏଠାରେ ଆପଣ ଯେଉଁଦିନ ଆବେଦନ କରିବେ ତାର ଠିକ୍ ପର ଦିନ ହିଁ ଆପଣଙ୍କ ନିକଟକୁ ସଂସ୍ଥା ପକ୍ଷରୁ ଏକ କଲ୍ ଚାଲିଆସିବ । ଆଉ ଯାହାଦ୍ୱାରା ଆପଣଙ୍କ ଚାକିରି ପୁରା…