Daily Archives

May 4, 2018

ଝାରସୁଗୁଡାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା ! ସୋସିଆଲ ମିଡିଆରେ ସୂଚନା ଦେଲେ ବେସାମରିକ ବିମାନ…

କନକ ବ୍ୟୁରୋ : ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା ପାଇଲା ଝାରସୁଗୁଡା ଏୟାରଷ୍ଟ୍ରିପ । ଭୁବନେଶ୍ୱର ପରେ ଝାରସୁଗୁଡାକୁ ମିଳିଛି ଏହି ମାନ୍ୟତା । ଆଜି ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ । ଟ୍ୱିଟ୍ କରି ସେ ଏହି…

କର୍ଣ୍ଣାଟକରେ ସରଗରମ ନିର୍ବାଚନୀ ମାହୋଲ ! ମୋଦି ଓ କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : କର୍ଣ୍ଣାଟକ ନିର୍ବାଚନରେ ବାଜି ଲାଗିଛି ବିଜେପି ଓ କଂଗ୍ରେସର ସମ୍ମାନ । ଗଡ ଜିତିବା ପାଇଁ ଉଭୟ ଫୁଲ୍ ଦମ ଲଗାଇ ଦେଇଛନ୍ତି । ତେବେ ଗୁରୁବାର ଦିନ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଆକ୍ରମଣ ପରେ ଟ୍ୱିଟରରେ ଏହାର ଜବାବ ରଖିଛନ୍ତି…

ରକ୍ତମୁଖା ଭାରତୀୟ ସେନା ! ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାଲିଛି ଭୟଙ୍କର ଅଭିଯାନ, ଏପର୍ଯ୍ୟନ୍ତ ୫୬ ଆତଙ୍କବାଦୀ…

କନକ ବ୍ୟୁରୋ : କାଶ୍ମୀରରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ଭୟଙ୍କର ଅଭିଯାନ ଗତ ଦୁଇ ବର୍ଷ ହେଲା ଚାଲିଛି । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ…

ରାତିର ଘନ ଅନ୍ଧାର ଭିତରେ ମିଂଜି ମିଂଜି ଆଲୁଅରେ ଚାଲିଥିଲା ବମିଖାଲ ଓଭରବ୍ରିଜ ନିର୍ମାଣ ? ପେଟ ପାଟଣା ପାଇଁ ସହରକୁ ଧାଇ…

କନକ ବୁରୋ : ଜୀବନ ଜୀବିକାର ସନ୍ଧାନରେ ସହରକୁ ଧାଇଁ ଆସୁଥିବା ଶ୍ରମିକ କେତେ ସୁରକ୍ଷିତ ବମିଖାଲର ଦୁର୍ଘଟଣା ହିଁ ବୟାନ କରୁଛି । ଯେଉଁମାନେ ପ୍ରକୃତରେ ରାଜଧାନୀକୁ ଗଢ଼ୁଛନ୍ତି, ଚକାଚକ୍ ରାସ୍ତା ଓ ଆକାଶଚୁମ୍ଭୀ ନିର୍ମାଣ କରୁଛନ୍ତି, ସେମାନଙ୍କର ଅବସ୍ଥା କ’ଣ, ଗତକାଲିର ଅଘଟଣରୁ ସ୍ପଷ୍ଟ ହେଉଛି…

ମନ୍ତ୍ରୀ ଦେବେ ନିଜ ବିଭାଗର ରିପୋର୍ଟ କାର୍ଡ ! ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀଙ୍କ ଠାରୁ ହିସାବ ନେବେ, କେଉଁ ବିଭାଗ କେତେ ସଫଳତା ପାଇଛି । ମନ୍ତ୍ରୀ ଦେବେ ନିଜ ବିଭାଗର ରିପୋର୍ଟ କାର୍ଡ । କେତେ କାମ ହୋଇଛି ଆଉ କେତେ କାମ ବାକି ରହିଛି । ଆସନ୍ତା ମେ’ ୨୧ରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ଚାରି…