Daily Archives

May 13, 2018

ଦୋହଲିଗଲା ନକ୍ସଲ ଦୁର୍ଗ, ଗୋଟିଏ ଦିନରେ ୬ ସଫା । କନ୍ଧମାଳରେ ୪ମାଓବାଦୀ ନିହତ, ବଲାଙ୍ଗୀର ବେଲପଡ଼ା ଏନକାଉଂଟର ୨ ମୃତ

କନକ ବ୍ୟୁରୋ: ଗୋଟିଏ ଦିନରେ ୬ ମାଓବାଦୀ ନିହତ । ସକାଳେ ବଲାଙ୍ଗୀରରେ ଦୁଇ ଜଣଙ୍କୁ ମାରିଥିବା ବେଳେ ସନ୍ଧ୍ୟାରେ କନ୍ଧମାଳରେ ୪ ଜଣ ମାଓବାଦୀଙ୍କୁ ମାରିଛି ପୋଲିସ । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ପୁରୁଷ ଓ ୨ ମହିଳା କ୍ୟାଡର ମାଓବାଦୀ । କନ୍ଧମାଳ ସୁଡ୍ରୁକୁମ୍ପାରେ ମାଓ ବିରୋଧୀ ଅପରେସନରେ…

ପାଟନା ଦେଖିଲା ଲାଲୁଙ୍କ ପୁଅ ବାହାଘର । ବିବାହ ପେଣ୍ଡାଲରେ ଏକାଠି ହେଲେ ଦେଶର ବଡ଼ ବଡ଼ ନେତା । ପଛରେ ପଡ଼ିଲା ୧୦ ମାସ ତଳର…

କନକ ବ୍ୟୁରୋ: ଲାଲୁଙ୍କ ପୁଅ ବାହାଘର । ଏହି ବିବାହ ଉତ୍ସବ ଯେତିକି ରଂଗୀନ ହୋଇଥିଲା, ରାଜନୈତିକ ଦୃଷ୍ଟିକୋଣରୁ ଥିଲା ସେତିକି ଗୁରୁତ୍ୱପୂର୍ଣ୍ଣ । ୧୦ ମାସ ପରେ ପୁଣି ଏକାଠି ହୋଇଥିଲେ ବିହାର ରାଜନୀତିର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ । ଗତବର୍ଷ ଲାଲୁଙ୍କ ହାତ ଛାଡି ଏନଡିଏ ଶିବିରକୁ ଡିଆଁ…

ପୁଣି ସାମ୍ନାକୁ ଆସିଲା ଖାକି ବର୍ଦ୍ଦିର୍ର ଦାଦାଗିରି । ସାମାନ୍ୟ କଥାରୁ ମଝିରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ ମାରିଲେ…

କନକ ବ୍ୟୁରୋ: ନିମାପଡା ଓ ନୟାପଲ୍ଲୀରେ ଥାନା ଭିତରେ ଜୁଲମ ପରେ ବରଗଡରେ ବିଚ୍ ରାସ୍ତାରେ ପୋଲିସ ଦେଖାଇଛି ଖାକିର ଦାଦାଗିରି । ସାଧାରଣ କଥାକୁ ନେଇ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିଛି ପୋଲିସ । ଆଉ ଏତିକିରେ ରାଗ ଶାନ୍ତ ନହେବାରୁ ଥାନା ହାଜତକୁ ନେଇ ଲହୁଲୁହାଣ କରିଛି । ପୋଲିସର ବର୍ବରତା…

ଆଇପିଏଲରେ ଛକା, ଜୁଆ ଆଡାରେ ଉଡୁଛି ଟଙ୍କା । ଷ୍ଟିଲ୍ ସିଟିରେ ଆଇପିଏଲ୍ ବେଟିଂ । ଅନଲାଇନରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର…

କନକ ବ୍ୟୁରୋ: ପଡିଆରେ ଛକା-ଚୌକାର ବର୍ଷା ଆଉ ଏପଟେ ଟଙ୍କାର ବର୍ଷା । ଅନଲାଇନରେ ସରଗରମ ସଟା ବଜାର । ସହରର ଗଳି କନ୍ଦିରେ ଚାଲିଛି ଆଇପିଏଲ୍ ବେଟିଂ ରାକେଟ୍ । ଷ୍ଟିଲ୍ ସିଟି ରାଉରକେଲାରେ ଏକ ବଡ ଧରଣର ବେଟିଂ ରାକେଟକୁ ଧରିଛି ପୋଲିସ । ୩ ସଟା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ…

କିଏ ଜିତିବ କର୍ଣ୍ଣାଟକ ବାଜି? ଏକଜିଟ୍ ପୋଲ କହିଲା ଝୁଲା ସରକାର । ହେଲେ ତିନି ପ୍ରମୁଖ ଦଳର ଦୃଢ଼ୋକ୍ତି, ଆମେ ଗଢିବୁ…

କନକ ବ୍ୟୁରୋ: ପ୍ରାୟ ଦେଢ଼ ମାସ ଧରି କର୍ଣ୍ଣାଟକରେ ଚାଲିଥିବା କସରତର ପରିଣାମ କ’ଣ ହେବ ତାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି କର୍ଣ୍ଣାଟକ ଫଳାଫଳ ପୂର୍ବରୁ ଆସିଥିବା ଏକଜିଟ୍ ପୋଲର ରିପୋର୍ଟ । ଏସବୁ ଭିତରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଏବଂ…