Daily Archives

May 16, 2018

ସୁରେଶ ରୈନାଙ୍କ ଝିଅର ଜନ୍ମଦିନରେ କ୍ରିକେଟରଙ୍କ ମସ୍ତି ! ଆଇପିଏଲ ସାଥୀଙ୍କ ଝିଅ ଗ୍ରେସିଆଙ୍କୁ ଶୁଭେଚ୍ଛା ଜଣାଇଲେ…

ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ଝିଅ ଗ୍ରାସିଆ ପାଇଁ ଗୀତ ଗାଇଲେ ଧୋନୀ ଓ ବ୍ରାଭୋ । ବ୍ରାଭୋଙ୍କ ପ୍ୟାମସ ସଙ୍ଗ୍ ଚାମ୍ପିଅନ ଚାମ୍ପିଅନରେ ଗୀତରେ ଝୁମିଲେ ଗ୍ରେସିଆ ଓ ଜିଭା । ଡ୍ୱେନ୍ ବ୍ରାବୋ କ୍ରିକେଟ ମଇଦାନରେ ସମସ୍ତଙ୍କୁ ମନୋରଞ୍ଜନ କରୁଥିବା ବେଳେ ମଇଦାନର ବାହାରେ ମଧ୍ୟ ନିଜର ନିଆରା…

କର୍ଣ୍ଣାଟକ ନାଟକରେ ନୂଆ ମୋଡ ! ବିଜେପିକୁ ସରକାର ଗଠନ ପାଇଁ ରାଜଭବନରୁ ଆମନ୍ତ୍ରଣ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ…

କନକ ବ୍ୟୁରୋ : କର୍ଣ୍ଣାଟକ-ନାଟକରେ ନୂଆ ମୋଡ । ଜେଡିଏସର ୧୦୦ କୋଟିର ଲାଂଚ ଓ ବିଜେପିର ଫୋନ ଟ୍ୟାପିଂ ଅଭିଯୋଗ ଭିତରେ ସରକାର ଗଠନ ପାଇଁ ରାଜ୍ୟପାଳ ବାଜୁଭାଇ ଭଲ୍ଲା ବିଜେପିକୁ ଆମନ୍ତ୍ରଣ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଜାତୀୟ ଗଣମାଧ୍ୟମଗୁଡିକ ଏଭଳି…

ଶବ ବ୍ୟବଚ୍ଛେଦ ପାଇଁ ବି ଦରକାର ଲାଂଚ : ବାରାଣାସୀ ଟ୍ରାଜେଡିର ଆଉ ଏକ ସତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ନିର୍ମାଣାଧୀନ ଫ୍ଲାଇଓଭର ଭୁଷୁଡି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ପରେ ସରକାର ଦୁର୍ଘଟଣାର ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏବେ ଏକ ଏମିତି ଖୁଲାସା ହୋଇଛି ଯେ, ଯାହାକୁ ବି ଆଶ୍ଚର୍ଯ୍ୟ…

ମାତୃ ଦିବସରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋକୁ ନେଇ ଚର୍ଚ୍ଚା ! ଝିଅକୁ ଲିପକିସର ଫଟୋକୁ ନେଇ ସୋସିଆଲ ମିଡିଆରେ ବିବାଦ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ଫଟୋକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଏଇଥି ପାଇଁ ଚର୍ଚ୍ଚା ଯେ, ଐଶ୍ୱର୍ଯ୍ୟା ଫଟୋଟିକୁ ମେ’ ୧୨ ତାରିଖ ଅର୍ଥାତ ବିଶ୍ୱ ମାତୃ ଦିବସରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।…

ପଙ୍କ ପୋଖରୀରେ ପଦ୍ମ ! ହସ୍ପିଟାଲରେ ପଡିଛି ହତ୍ୟା ଅପରାଧୀର ମେଧାବୀ ଝିଅ, ମାଆକୁ ହତ୍ୟା ପରେ ଝିଅ ଉପରେ ଆକ୍ରମଣ…

କନକ ବ୍ୟୁରୋ : ବାପା ହତ୍ୟାକାରୀ, ହେଲେ ଝିଅ ଖୁବ୍ ମେଧାବୀ । ଏମିତି ଏକ କାହାଣୀ ଆପଣଙ୍କୁ ହୁଏତ ଅଡୁଆ ଲାଗିପାରେ । ଏ କାହାଣୀ ହେଲା ବାଲିପାଟଣାର ପୂଜା ସାହୁଙ୍କର । ଯିଏ ମାଟ୍ରିକ୍ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଚଳିତବର୍ଷ ପାସ୍ ହୋଇଛନ୍ତି । ହେଲେ ବାପାର ଗୋଟିଏ ଭୁଲ ପାଇଁ ଉଜୁଡି…