Daily Archives

May 8, 2018

ଭାବୁକ ହୋଇ କାନ୍ଦି ପକାଇଲେ ନବୀନ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ କଲେ ଭାବବିହ୍ୱଳ

କନକ ବ୍ୟୁରୋ: ଗତକାଲି ଛତ୍ରପୁରରେ ପ୍ରିନ୍ସ ଡାନ୍ସ ଗ୍ରୁପର ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା । ଏପରିକି ଏହି ପ୍ରଦର୍ଶନ ଏତେ ହୃଦୟସ୍ପର୍ଶୀ ଥିଲା ଯେ, ମଂଚ ଉପରେ ବସି ଭାବୁକ ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ତାଙ୍କ ଲୁହ ପୋଛିବାକୁ ରୁମାଲ ବଢାଇଦେଇଥିଲେ ସୁରକ୍ଷାକର୍ମୀ । କେବଳ…

ଝଡ ତୋଫାନରେ ଫସି ଗଲେ କଣ କରିବା ଉଚିତ କଣ ନୁହେଁ? ଜାଣନ୍ତୁ

ସାରା ଦେଶରେ ଚାଲିଛି କାଳବୈଶାଖୀର ତାଣ୍ଡବ । କେଉଁଠି ଶତାଧିକ ଲୋକେ ମଲେଣି ତ ପୁଣି କେଉଁଠି ବାସହରା । ତେବେ ଏହି ପ୍ରକୃତିର ଏହି ତାଣ୍ଡବ ଆହୁରୀ କିଛିଦିନ ଚାଲି ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଯଦି ଆପଣ…

ବାହା ହେଲେ ବଲିଉଡ୍ ରାଂଝଣା । ସୋନମ୍ କପୁରଙ୍କ ଜୀବନରେ ‘ଆନନ୍ଦ’

କନକ ବ୍ୟୁରୋ: ବାଜିଲା ସୋନମଙ୍କ ଶେହେନାଇ । ମେହନ୍ଦୀ ଓ ସଙ୍ଗୀତ ପରେ ଆଜି ସରିଛି ବାହାଘର । ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ଅନୀଲ କପୁରଙ୍କ ଝିଅ ସୋନମ୍ । ଏହାକୁ ନେଇ କପୁର ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଶ୍ରୀଦେବୀଙ୍କ ଝିଅ ତଥା ସୋନମଙ୍କ ଭଉଣୀ ଜାହ୍ନବୀ ଓ ଖୁସି ମଧ୍ୟ…

ଶୁଣିଲାନି ପ୍ରଶାସନ .. ଶୁଣିଲେ ଡାକ୍ତର । ପୁଣି ଜଣେ ଡାକ୍ତର ଦେବଦୂତ ସାଜିବାର କାହାଣୀ

କନକ ବ୍ୟୁରୋ: ମୟୂରଭଂଜ ଜିଲ୍ଲାର ଜଣେ ଡାକ୍ତରଙ୍କ ମାନବିକତାର କାହାଣୀ । ଜଣେ ଅସହାୟ ଆଦିବାସୀ ମହିଳାଙ୍କୁ ଯଦି ଡାକ୍ତର ଜଣକ ଉଦ୍ଧାର କରିନଥାନ୍ତେ, ତେବେ ନବଜାତ ଶିଶୁକନ୍ୟାର ଅବସ୍ଥା ସାଂଘାତିକ ହୋଇଥାନ୍ତା । କିନ୍ତୁ ଠିକ୍ ସମୟରେ ସହାୟତା କରିବାକୁ ବାହାରି ଆସିଲେ ଡାକ୍ତର ଏବଂ ଉଭୟ ମାଆ ଓ…

ମାଟ୍ରିକ ପରୀକ୍ଷାରେ ଅସଫଳତାରୁ ଆତ୍ମହତ୍ୟା: ପରୀକ୍ଷାରେ ଫେଲ ହେବାରୁ ଗଞ୍ଜାମ ହିଞ୍ଜିଳିରେ କୀଟନାଶକ ପିଇ ଜୀବନ ହାରିଲେ…

କନକ ବ୍ୟୁରୋ: ଗତକାଲି ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କରିଦେଇଛନ୍ତି ଜଣେ ଛାତ୍ରୀ । ଗଂଜାମ ଜିଲ୍ଲା ନରେନ୍ଦ୍ରପୁରର ଏହି ଛାତ୍ରୀ, ଆଜି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।…