Daily Archives

May 7, 2018

ଜାପାନର ରୋଚକ ଷଣ୍ଢ ଲଢ଼େଇ ! ଏଣିକି ରିଙ୍ଗକୁ ଓହ୍ଲାଇବେ ମହିଳା ।

ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ ଯେ, ଜାପାନର ରାଜଧାନୀ ଟୋକିଓ ଠାରେ ଆୟୋଜିତ ହେବାକୁ ଯାଉଥିବା ଷଣ୍ଢ ଲଢ଼େଇରେ ଭାଗ ନେବେ ମହିଳା । ପୁରଷଙ୍କ ପାରମ୍ପରିକ ଏହି ଜଲିକାଟୁ ପରି ଖେଳରେ ରିଙ୍ଗରେ ନଜର ଆସିବେ ଜାପାନ ମହିଳା । ଆୟୋଜକଙ୍କ କହିବା ଅନୁସାରେ ପାରମ୍ପରିକ…

ବାଲେଶ୍ୱର: ବାପ-ପୁଅ ଏକାବେଳେ ପାସ୍ କଲେ ମାଟ୍ରିକ୍, ନମ୍ବର ବି ରଖିଲେ ସମାନ

ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାଫଳ କାହା ପାଇଁ ଖୁସି ତ କାହା ପାଇଁ ଦୁଃଖ ଆଣିଦେଇଛି । ଯାଜପୁରର ବରୀ ଅଂଚଳର ଜଣେ ଛାତ୍ର ଫେଲ ହେବାରୁ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଦୁଃଖିତ କରିଥିବାବେଳେ ବାଲେଶ୍ୱର ଅଂଚଳରୁ ଏକ ଭଲ ଖବର ମିଳିଛି । ଏହି ଜିଲ୍ଲାର ୫୮ ବର୍ଷ ବୟସ୍କ ଅରୁଣ କୁମାର…

ଓଡିଶା ସମେତ ୧୩ଟି ରାଜ୍ୟରେ ଘଡଘଡି ସହ ବର୍ଷା । ପ୍ରବଳ ଝଡତୋଫାନ ସହ କୁଆପଥର ମାଡ ଆଶଙ୍କା

କନକ ବ୍ୟୁରୋ: ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ପାଣିପାଗ କାର୍ଯ୍ୟାଳୟର ସତର୍କ ସୂଚନା । ଓଡିଶା ସମେତ ୧୩ଟି ରାଜ୍ୟରେ ହେବ ଘଡଘଡି ସହ ବର୍ଷା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଝଡବର୍ଷା ସହ କୁଆପଥର ମାଡର ଯଥେଷ୍ଟ ସମ୍ଭାବନା ରହିଛି । ଓଡିଶା, ଉତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ,…

ମହାନଦୀ ଉପରମୁଣ୍ଡରେ ଛତିଶଗଡର ବନ୍ଧ ନିର୍ମାଣକୁ ବନ୍ଦ ପାଇଁ ପୁଣିଥରେ ଏନଜିଟିର ନୋଟିସ । ତୁରନ୍ତ ୩୧ଟି ନିର୍ମାଣ କାମକୁ…

କନକ ବ୍ୟୁରୋ: ମହାନଦୀ ଉପରମୁଣ୍ଡରେ ଏକପାଖିଆ ଭାବେ ଛତିଶଗଡ ତିଆରି କରୁଥିବା ବନ୍ଧ ନିର୍ମାଣକୁ ବନ୍ଦ କରିବା ପାଇଁ ପୁଣିଥରେ ଏନଜିଟି ନୋଟିସ । ପୂର୍ବ ନିର୍ଦ୍ଦେଶକୁ ମନେ ପକାଇ ଦେଇ ତୁରନ୍ତ ୩୧ଟି ନିର୍ମାଣ କାମକୁ ବନ୍ଦ କରିବା ପାଇଁ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜାତୀୟ ଗ୍ରୀନ…

ପୁଣି ଓଲଟିଲା ରାଜ୍ୟ ରାଜନୀତିର ଫର୍ଦ୍ଦ । ଚର୍ଚ୍ଚାରେ ବିଜୟ, ଅତନୁ ଓ ଟିକେଟ କଟିବାର ଫର୍ମୁଲା ।

କନକ ବ୍ୟୁରୋ : ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ବାପାଙ୍କ ଉପରେ ରଚିତ ପୁସ୍ତକରେ ବିଜୟ ମହାପାତ୍ରଙ୍କ ଉପରେ ଏକ ଲେଖାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବହିଟି ଲେଖିଛନ୍ତି ଅତନୁଙ୍କ ମାଆ, ନିର୍ମଳ ପ୍ରଭା । ଏଥିରେ ଲେଖାଯାଇଛି, ୧୯୭୭ରେ ଅତନୁଙ୍କ ବାପା ରାଜକିଶୋର ନାୟକଙ୍କ…