Daily Archives

May 6, 2018

ବାହା ହେବେ କି ରାହୁଲ ଗାନ୍ଧି? ସୋସିଆଲ ମିଡିଆରେ ରାହୁଲ- ଅଦିତିଙ୍କ ଫଟୋକୁ ନେଇ ଜୋର ଧରିଲା ଚର୍ଚ୍ଚା

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବାହାଘର ନେଇ ଗୁଜବ ଉଠିଛି । ରାହୁଲ ଗାନ୍ଧି ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂହଙ୍କୁ ବାହାହେଉଛନ୍ତି ବୋଲି ସୋସିଆଲ ମଡିଆରେ କିଛି ଲୋକ ଦାବି କରିଛନ୍ତି । ରାହୁଲ- ଅଦିତିଙ୍କ ଫଟୋକୁ ନେଇ ଏଭଳି ଚର୍ଚ୍ଚା ହେଉଛି ।…

ଅନୁଗୁଳରୁ ନିଖୋଜ ସମ୍ବଲପୁରର ମହିଳାଙ୍କ ମିଳିଲା ପତ୍ତା । ମହିଳା ଜଣକ ତାଙ୍କ ସଂପର୍କୀୟ ଘରେ ଥିବା ନେଇ ସୂଚନା ଦେଲେ…

କନକ ବ୍ୟୁରୋ: ଅନୁଗୁଳରୁ ନିଖୋଜ ସମ୍ବଲପୁରର ମହିଳାଙ୍କ ମିଳିଲା ପତା । ଜଗତସିଂହପୁର ଅଂଚଳରେ ପୋଲିସ ତାଙ୍କୁ ଠାବ କରିଛି । ମହିଳା ଜଣକ ତାଙ୍କ ସଂପର୍କୀୟ ଘରେ ଥିବା କହିଛନ୍ତି ତାଳଚେର ଜିଆଇଜି ନରସିଂହ ଭୋଳ । ତେବେ ସ୍ୱାମୀଙ୍କ ସହ କାରରେ ଯାଉଥିବା ସ୍ତ୍ରୀ, ମଝି ରାସ୍ତାରୁ ଗାଏବ ହୋଇଯିବା…

ଏହି ତିନୋଟି ଉପାୟରେ ମଶାକୁ କରନ୍ତୁ ଆଉଟ

ଗରମ ବଢିବା ସହିତ ମଶାମାନଙ୍କର ଦୌରାତ୍ମ୍ୟ ବଢିବାକୁ ଲାଗିଥାଏ । ଏଥିରୁ ବଂଚିବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ । କିନ୍ତୁ ଏହାର ପ୍ରଭାବ ମଶାଙ୍କ ଉପରେ କମ ଆମ ଉପରେ ଅଧିକ ପଡିଥାଏ । ଧୂଆଁ କାରଣରୁ ଅଣନିଶ୍ୱାସୀ ଲାଗିଥାଏ । ତେବେ ଏସବୁ ଉପାୟ ଛାଡି କିଛି ପ୍ରାକୃତିକ ଉପାୟ…

ଓଡିଆ ନୁହେଁ ପରୀକ୍ଷାର୍ଥୀଙ୍କ ପସନ୍ଦ ଇଂରାଜୀ । ଜାତୀୟ ସ୍ତରୀୟ ନିଟ୍ ପରୀକ୍ଷାରେ ଓଡିଆ ଭାଷାରେ ପ୍ରଶ୍ନ ଥିଲେ ବି…

କନକ ବ୍ୟୁରୋ: ଯେଉଁ ଆଂଚଳିକ ଭାଷାରେ ପରୀକ୍ଷା ପାଇଁ, ରାଜନୈତିକ ସ୍ତରରେ କିମ୍ବା ଭାବପ୍ରବଣତା ଆଧାରରେ ଦାବି ଉଠୁଛି ସେହି ଭାଷାରେ କିନ୍ତୁ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ଅନିଚ୍ଛୁକ । ନିଟ୍ ପ୍ରବେଶିକାରେ କେମେଷ୍ଟ୍ରି, ବାଇଓଲୋଜି ଓ ଫିଜିକ୍ସ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥାଏ ।…

ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ବୁରହାନ ଗ୍ୟାଙ୍ଗର ଟପ କମାଣ୍ଡରଙ୍କ ସହ ୫ ଆତଙ୍କବାଦୀ ! ୩୬…

କନକ ନ୍ୟୁଜ : ଭାରତୀୟ ଯବାନମାନେ ବୁରହାନ୍ ବାନୀ ଗ୍ୟାଙ୍ଗକୁ ମୁଳପୋଛ କରିବାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । ଅଧ୍ୟାପକରୁ ଆତଙ୍କବାଦୀ ବନିଥିବା କାଶ୍ମୀର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭାରତୀୟ ସେନାର ଏନକାଉଣ୍ଟରରେ ଟଳି ପଡିଛନ୍ତି । ମାତ୍ର ୩୬ ଘଣ୍ଟା ତଳେ ହିଜବୁଲ ମୁଜାହିଦ୍ଦିନରେ…