Daily Archives

May 25, 2018

ଶୁଖୁନି ମା’ ଆଖିର ଲୁହ ! ୧୬ ଲକ୍ଷ ଟଙ୍କା ଏବଂ ଘର ବିକି ସାରିବା ପରେ ମଧ୍ୟ ଭଲ ହେଉନି ପୁଅ ।

“ମୋ ପୁଅ ହେଲମେଟ୍ ପିନ୍ଧିଥିଲେ ଆଜି ସେ ଏପରି ଅବସ୍ଥାରେ ନଥାନ୍ତା । ୧୬ଲକ୍ଷ ଟଙ୍କା ଏବଂ ଘର ବିକି ସାରିବା ପରେ ବି ସେ ଆଜି ଅଚଳ । ଏବେ ଆମେ କରଜ କରିବା ଅବସ୍ଥାକୁ ଆସି ଯାଇଛୁ । ୫ ମାସ ହେଲା ଆମ ଘରେ କେହି ଶାନ୍ତିରେ ଶୋଇ ନାହାନ୍ତି।” ଏପରି କହି ଜୋରରେ କାନ୍ଦି ପକାଇଥିଲେ ୧୬ ବର୍ଷିୟ…

ନଡିଆରେ ରହିଛି ବହୁ ଉପକାରିତା ! ରାତିରେ ଶୋଇବା ପୂର୍ବରୁ ନଡିଆ ଖାଇଲେ ମିଳିଥାଏ ଅନେକ ଫାଇଦା ।

ନଡିଆର ବ୍ୟବହାର ସାଧାରଣତଃ ପୂଜା ପାଠରେ ହୋଇଥାଏ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ନଡିଆ ଆମ ଶରୀର ପ୍ରତି କେତେ ହିତକର ହୋଇଥାଏ । ଏହା ଶରୀରରେ ଇମ୍ୟୁନିଟି ପାୱାର ବଢାଇବା ସହ ମସ୍ତିଷ୍କକୁ ତିଖଣ୍ କରିଥାଏ । ଏହାର ଅନ୍ୟ କେତେକ ଫାଇଦା ବିଷୟରେ କହିଛନ୍ତି ଭୋପାଲର ଆୟୁର୍ବେଦିକ ଏକ୍ସପର୍ଟ…

ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ପ୍ର୍ରଫେସର ଗଣେଶୀ ଲାଲ । ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ

କନକ ବ୍ୟୁରୋ : ଓଡିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ପ୍ରଫେସର ଗଣେଶୀ ଲାଲ । ଦାୟିତ୍ୱଗ୍ରହଣ ଦିନରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସସି ଜମିର ରାଜ୍ୟପାଳ ପଦରୁ ଅବସର ନେବା ପରେ ବିହାରର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ…

ଗ୍ରାହକଙ୍କ ସୁବିଧା ପାଇଁ ଜିଓ ଉପସ୍ଥାପନ କଲା ନୂଆ ଡାଟାପ୍ୟାକ୍ ! ୧୦୧ ଟଙ୍କିଆ ପ୍ୟାକରେ ପ୍ରତିଦିନ ମିଳିବ ୨ ଜିବି…

ଚଳିତ ଆଇପିଏଲ ସିଜିନ ଆରମ୍ଭ ହେବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଆଇପିଏଲ ପ୍ୟାକ୍‌ ଆରମ୍ଭ କରାଯାଇଥିଲା । ଯାହାର ମୂଲ୍ୟ ଥିବା ୨୫୧ ଟଙ୍କା । ଏବେ ଆଇପିଏଲ ଶେଷ ହେବାକୁ ଯାଉଛି, ଆଉ ମାତ୍ର ଦୁଇଟି ମ୍ୟାଚ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଓ ଏକ ସ୍ୱତନ୍ତ୍ର କପ୍ଲିମେଣ୍ଟାରୀ…

ମୋଦିଙ୍କ ଓଡିଶା ଗସ୍ତର ପୂର୍ବ ଦିନ ଟାର୍ଗେଟ କଲେ ନବୀନ : କହିଲେ, ମହାନଦୀକୁ ନେଇ ଚୁପ୍ ରହୁଛନ୍ତି କେନ୍ଦ୍ର ସରକାର,…

କନକ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସୁଥିବା ବେଳେ ଏପଟେ ମହାନଦୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଏପଟେ ରାଜ୍ୟ ବିଜେପି ନେତାମାନେ ମହାନଦୀର ପାଣି ରୋକିଥିବା ଛତିଶଗଡକୁ ସମର୍ଥନ କରୁଥିବା ବେଳେ ସେପଟେ କେନ୍ଦ୍ର…