Daily Archives

May 24, 2018

ଏହି ବ୍ୟକ୍ତିଙ୍କ ଶରୀରରେ ରହିଛି ୫ଟି କିଡନୀ ! ପଢନ୍ତୁ ତାଙ୍କ ଜୀବନର ପୁରା କାହାଣୀ ।

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଏହି ବ୍ୟକ୍ତିଙ୍କ ଶରୀରେ ରହିଛି ୫ଟି କିଡନୀ । ଦୁଇଟି ପିଲାର ବାପା ଡେରେନ ଫାର୍ଗ୍ୟୁସନଙ୍କ ଶରୀରରେ ଜନ୍ମରୁ ଏପର୍ଯ୍ୟନ୍ତ ପାଞ୍ଚୋଟି କିଡନୀ ପ୍ରତ୍ୟାରୋପଣ କରାଯାଇ ସାରିଲାଣି । ଏବେ ଯାଏଁ ସେ ସମସ୍ତ କିଡନୀ ଡେରେନଙ୍କ ଶରୀରରେ ରହିଛି…

ଗାଡ଼ି ଚାଳକଙ୍କ ପାଇଁ ଖୁସିଖବର ! ଏଣିକି ଚୋରି ହୋଇଥିବା ଗାଡ଼ିର ସୂଚନା ଦେବ ହମ ଢୁଣ୍ଡେ ଡିଭାଇସ, ଜାଣନ୍ତୁ ଆଉ କଣ ରହିଛି…

ଆଜିକାଲି ଗାଡି ଚୋରି ହେବା ନିତି ଦିନର ଘଟଣା ହୋଇଗଲାଣି । ସେ କାର ହେଉ ଅବା ବାଇକ ଚୋରମାନେ ଖୁବ ସହଜରେ ଗାଡି ଚୋରି କରିନେଇ ପଳାଉଛନ୍ତି । ହିମାଚଳ ପ୍ରଦେଶରେ ପ୍ରତି ବର୍ଷ ଶହ ଶହ ଟ୍ରକ ଚୋରିହେବାର ଅଭିଯୋଗ ହୋଇଥାଏ । କିନ୍ତୁ ଗାଡି ମିଳିପାରେ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ଏକ…

ଅସାଧ୍ୟ ଚର୍ମରୋଗରେ ପୀଡ଼ିତ ୩ ବର୍ଷର କାହ୍ନା ! ସାହାଯ୍ୟ ଲୋଡ଼ୁଛନ୍ତି ପରିବାର, ଆପଣଙ୍କ ସହଯୋଗ ବଦଳାଇ ଦେବ ଏକ ନିରୀହ…

କନକ ବ୍ୟୁରୋ : ପୁଅଟି ଜନ୍ମ ହେଲା ବୋଲି ପରିବାର ଭିତରେ ହସଖୁସି ଆସିଯାଇଥିଲା । କିନ୍ତୁ ବିରଳ ଚର୍ମରୋଗରେ ପୀଡିତ ଥିବା ଜଣାପଡ଼ିବା ପରେ ହସଖୁସିର ପରିବାରରେ ଯେମିତି ଗ୍ରହଣ ଲାଗିଯାଇଥିଲା । ତିନିବର୍ଷର ଶିଶୁପୁତ୍ର କାହ୍ନାର ଚିକିତ୍ସା ପାଇଁ ବ୍ରହ୍ମଗିରିର ଦିନମଜୁରିଆ ପ୍ରମୋଦଙ୍କ ପରିବାର…

ଜନତାଙ୍କ ଉପରେ ତେଲ ପାହାର ଦେଉଛି କିଏ ? ତେଲକୁ ନେଇ ରାଜ୍ୟ ରାଜନୀତିରେ ଲାଗିଛି ନିଆଁ ।

ବେଲଗାମ ହେଉଛି ତେଲ ଦର । ଅହେତୁକ ଭାବେ ବୃଦ୍ଧି ପାଉଥିବା ତେଲ ଦରକୁ ନେଇ ରାଜ୍ୟ ରାଜନୀତି ଏବେ ଜୋର ଧରିଛି । ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି ଉଭୟ ବିଜେଡି ଓ ବିଜେପି । ଗତକାଲି ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆସନ୍ତା ୨୮…

ଓଡ଼ିଶାବାସୀଙ୍କୁ କିଏ କ୍ଷମା ମାଗିବା ଉଚିତ୍ ! ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

କନକ ବ୍ୟୁରୋ : ଓଡ଼ିଶାବାସୀଙ୍କୁ କିଏ କ୍ଷମା ମାଗିବା ଉଚିତ । କାହା ପାଇଁ ଆଜି ଓଡ଼ିଶାର ଏଭଳି ଅବସ୍ଥା । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କୁ ପିସିସି ସଭାପତି ମହାନଦୀର ହିସାବ ମାଗିଥିବା ବେଳେ…