Daily Archives

May 30, 2018

ଜୋର ଧରିଲା ପଟ୍ଟାମୁଣ୍ଡାଇକୁ ସବଡ଼ିଭିଜନ୍ ମାନ୍ୟତା ଦାବି ! ମଶାଲ ଧରି ଶୋଭାଯାତ୍ରା କଲେ ସାଧାରଣ ଲୋକ

କନକ ବ୍ୟୁରୋ : ଜୋର ଧରିଲା ପଟ୍ଟମୁଣ୍ଡାଇକୁ ସବଡ଼ିଭିଜନ ମାନ୍ୟତା ଦାବି । ଏନେଇ ଲୋକଙ୍କ ମନରେ ଆନ୍ଦୋଳନ ଦାନା ବାନ୍ଧିଲାଣି । ଆଜି ପଟ୍ଟାମୁଣ୍ଡାଇକୁ ସବଡ଼ିଭିଜନ ମାନ୍ୟତା ଦାବିରେ ମଶାଲ ଶୋଭାଯାତ୍ରା କରାଯାଇଛି । ବିଜେପି ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି । ସନ୍ଧ୍ୟାରେ ବିଜେପି ପକ୍ଷରୁ ଏକ…

ବିଜେପି ପାଇଁ କାମ କଲେ ଏମିତି ହେବ ଅବସ୍ଥା ! ପଶ୍ଚିମବଙ୍ଗର ବିଜେପି କର୍ମୀଙ୍କୁ ହତ୍ୟା କରିଲେ ଦୁର୍ବୃତ, ପିଠି ପଛରେ…

ରାଜନୀତି ନେଇଯାଇଛି ନିରୀହ ମଣିଷର ଜୀବନ । ପଶ୍ଚିମ ବଙ୍ଗଳାର ପୁରୁଲିଆରେ ବିଜେପିର ଏକ ଦଳିତ କର୍ମକର୍ତ୍ତାକୁ ହତ୍ୟା କରି ଏକ ଗଛରେ ଟଙ୍ଗି ଦେଇଛନ୍ତି ଦୁର୍ବୃତ । ମୃତ ବ୍ୟକ୍ତିର ଶରୀରରେ ଏକ ପୋଷ୍ଟର ମଧ୍ୟ ଲଗାଯାଇଛି , ଯେଉଁଥିରେ ଲେଖାଯାଇଛି ବିଜେପି ପାଇଁ କାମ କଲେ ପରିଣାମ ଏମିତି ହେବ ।…

ଡେଙ୍ଗୁ , ମ୍ୟାଲେରିଆ ରୋକିବା ପାଇଁ ସରକାରଙ୍କ ନୂଆ ଯୋଜନା ! ଘର କିମ୍ବା ଅଫିସ ଆଖପାଖ ଅପରିଷ୍କାର ହେଲେ ଦେବାକୁ ପଡିବ…

ଡେଙ୍ଗୁ, ସ୍ୱାଇନ ଫ୍ଲୁ  ଏବଂ ମ୍ୟାଲେରିଆ ଭଳି ଭୟଙ୍କର ରୋଗରେ ପ୍ରତିବର୍ଷ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ସରକାର ଏହି ରୋଗ ଗୁଡିକୁ ଅଧିସୁଚିତ ରୋଗ ଘୋଷଣା କରି ଏହାକୁ ରୋକିବା ପାଇଁ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି କୌଣସି ବ୍ୟକ୍ତି ବିଶେଷଙ୍କ ଘରେ କିମ୍ବା ଅଫିସର…

ଏଣିକି ପାଠ ପଢାରେ ଆଉ ଅର୍ଥ ସାଜିବନି ବାଧକ ! ଖୁବ ସହଜରେ ମିଳିପାରିବ ଲୋନ, ଜାଣନ୍ତୁ କିପରି ।

ସବୁ ବାପା ମା’ ନିଜ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଅର୍ଥ ଅଭାବରୁ ଅନେକ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ପାଠ ପଢାଇ ପାରିନଥାନ୍ତି । କିନ୍ତୁ ପିଲାଙ୍କୁ ପାଠ ପଢାଇବା ପାଇଁ ଚିନ୍ତାରେ ଥିବା ଅବିଭାବକ ମାନଙ୍କ ପାଇଁ ଏବେ ଏକ ଖୁସିର ଖବର ।  ଏବେ ପିଲା…

ପର୍ଯ୍ୟଟକଙ୍କୁ ସିମଲା ମନା ! ପିଇବାକୁ ମିଳୁନାହିଁ ପାଣି, ସୋସିଆଲ ମିଡ଼ିଆରେ ପର୍ଯ୍ୟଟକଙ୍କୁ ସିମଲା ଆସିବାକୁ ମନା…

ପାହାଡର ରାଣୀ କୁହାଯାଉଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସିମଲା ଯିବାକୁ ପର୍ଯ୍ୟଟକଙ୍କୁ ବାରଣ । ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ପିଇବା ପାଣି ସମସ୍ୟା ଏତେ ଉକ୍ରଟ ହୋଇଛି ଯେ ସ୍ଥାନୀୟ ଲୋକ ଓ ପରିବେଶବିତ ସୋସିଆଲ ମିଡିଆରେ ପର୍ଯ୍ୟଟକଙ୍କୁ ସିମଲା ଆସିବା ପାଇଁ ମନା କରିଛନ୍ତି । ପ୍ରାୟ ଏକ…