Daily Archives

May 9, 2018

ସାବାସ୍ ଆଷିଶ ! ଡକାୟତଙ୍କ ସହ ଲଢ଼ି ଟ୍ରେନ୍ ମଧ୍ୟରେ ମହିଳାଙ୍କୁ ସୁରକ୍ଷା ଦେଲେ ଯବାନ

ଆମେ ଜାଣନ୍ତି ସୈନିକମାନଙ୍କ ସାହାସ ସାମ୍ନାରେ କୌଣସି ସୀମା ନାହିଁ। ଏହି କଥା ଏବେ ପ୍ରମାଣିତ ବି ହୋଇଯାଇଛି। ଅନେକ ଥର ଦେଖିବାକୁ ମିଳିଛି ଯେ ସେମାନେ ନିଜ ଜୀବନ ତୁଳନାରେ ସମୂହ ସେବାକୁ ବେଶି ଗୁରୁତ୍ୱ ଦେଇଥାନ୍ତି। ନିକଟରେ ସେହିପରି ଏକ ସାହସିକତା କାର୍ଯ୍ୟ କରି ଚର୍ଚ୍ଚାରେ ଅଛନ୍ତି ସ୍ଥଳ…

ଦେଶରେ ଆଗରେ, ବିଦେଶରେ ପଛରେ! ଫେଲ୍ ମାରିଲା “ବାହୁବଳୀ”

ଗତବର୍ଷ ଭାରତରେ ଚହଳ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ବାହୁବଳୀ-୨: ଦ କନ୍‌କ୍ଲୁଜନ୍‌’ ଏବର୍ଷ ଚୀନରେ ମାତ୍ର ଦିନ କେତେଟା ପାଇଁ ନିଜର ଜଲଓ୍ଵା ଦେଖାଇବାରେ ସମର୍ଥ ହୋଇଥିଲା। ତା’ପରେ ଏକଦମ୍‌ ମାନ୍ଦା। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ୨.୪୩ ମିଲିୟନ୍‌ ଡଲାର ଅର୍ଥାତ ୧୬.୨୪…

ହାଇକୋର୍ଟ ପହଂଚିଲା ରସଗୋଲା । ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା, ପଶ୍ଚିମବଙ୍ଗ ସରକାର ଓ ଜିଆଇ କର୍ତ୍ତୃପକ୍ଷଙ୍କୁ…

କନକ ବ୍ୟୁରୋ: ହାଇକୋର୍ଟରେ ରସଗୋଲା ମାମଲା । ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ପଶ୍ଚିମବଙ୍ଗ ସରକାର ଓ ଚେନ୍ନାଇର ଆଇପିକୁ ହାଇକୋର୍ଟ ନୋଟିସ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉତର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରସଗୋଲା…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ ! ହରିଦାସପୁର-ଗଡମଧୁପୁର ଷ୍ଟେସନ ମଧ୍ୟରେ ରେଳଲାଇନ୍ ପାର ବେଳେ ଜେସିବିକୁ…

କନକ ବ୍ୟୁରୋ : ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଛି ଦ୍ରୁତଗାମୀ ଟ୍ରେନ । କେରଳ ଏର୍ନାକୁଲମରୁ ହାୱଡା ଯାଉଥିବା ଅନ୍ତ୍ୟୋଦୟ ଏକ୍ସପ୍ରେସ ହରିଦାସପୁର-ଗଡମଧୁପୁର ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେଲ ସରିଯିବାରୁ ଟ୍ରେନ ଲାଇନ ମଧ୍ୟରେ ଅଟକି ରହିଯାଇଥିବା ଜେସିବିକୁ ଧକ୍କା ଦେଇଥିଲା…

ଠିକାଦାରଙ୍କଠାରୁ ଲାଂଚ ନେଉଛନ୍ତି ଯନ୍ତ୍ରୀ! ଠିକାଦାରଙ୍କ “ପିସି” କାହାଣୀ

କନକ ବ୍ୟୁରୋ: ଇଂଜିନିୟର ନେଉଛନ୍ତି ପିସି । ଠିକାଦାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଲାଂଚ ନେଉଛନ୍ତି ଯନ୍ତ୍ରୀ । ଏଭଳି ସଂଗୀନ ଅଭିଯୋଗ ଆଣିଛି ନିଖିଳ ଓଡ଼ିଶା ଠିକାଦାର ସଂଘ । ବମିଖାଲ ଦୁର୍ଘଟଣାରେ ଗିରଫ ପ୍ରତାପ ପଣ୍ଡାଙ୍କ ସପକ୍ଷରେ ବାହାରିବା ସହ ଠିକାଦାର ସଂଘ ଯୁକ୍ତି ବାଢିଛି, ଦୁର୍ଘଟଣା…