ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ତାରକା ବରୁଣ ଧାୱନ !

54

ଖୁବ ଶୀଘ୍ର ବଲିଉଡ ତାରକା ବରୁଣ ଧାୱନ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଇଫା ଆୱାର୍ଡ ଶେଷ ପରେ ନିଜ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହ ବରୁଣ ଏନଗେଜମେଂଟ କରିବେ ବୋଲି ଶୁଣାଯାଉଛି ।

ସିିନେ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିବା ହେବା ପାଇଁ ବାପା ଡେଭିଡ ଧୱନ ପରାର୍ମଶ ଦେବା ପରେ ବରୁଣ ଏ ନିଷ୍ପତି ନେଇଥିବା ଜଣାପଡିଛି । ବେଶ କିଛି ଦିନ ଧରି ଫ୍ୟାଶନ ଡିଜାଇନର ନତାଶା ଓ ବରୁନଙ୍କ ଆଫେୟାର୍ରସ ଖବର ଆସିବା ପରେ ନିଜ ସର୍ମ୍ପକ ସମ୍ବନ୍ଧରେ ଖୁଲ୍ଲାସା କରିଥିଲେ ବରୁଣ ।