ନାରାୟଣପାଟଣାରେ ଅଘଟଣ! ଡ୍ୟାମକୁ ଗାଧୋଇବାକୁ ଯାଇ ବୁଡିଗଲେ ୨ ନାବାଳିକା

16

କନକ ବ୍ୟୁରୋ : ନାରାୟଣପାଟଣାରେ ଅଘଟଣ । ଲକ୍ଷ୍ମୀପୁର ନିକଟସ୍ଥ ନିଶାର ଡ୍ୟାମକୁ ଗାଧୋଇବାକୁ ଯାଇ ବୁଡିଗଲେ ୨ ନାବାଳିକା । ୨ ନାବାଳିକାଙ୍କ କୌଣସି ପତା ମିଳୁନାହିଁ । ନିଖୋଜ ନାବାଳିକା ହେଲେ ଅଂଜଳୀ ଖସଲା, ଗାୟତ୍ରୀ ଖସଲା । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।