କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ମନ୍ତ୍ରୀ ନଜମା ହେପତୁଲା ଓ ଜି.ଏମ୍ ସିଦ୍ଧେଶ୍ୱର । ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ।