ଲଗାଣ ବର୍ଷାରେ ଅଘଟଣ : ଭୁବନେଶ୍ୱରରେ ଜଳିଗଲା ଟ୍ରାନ୍ସଫର୍ମର

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୋଟିଏ ପଟେ ବର୍ଷା ଲୋକଙ୍କୁ ବେହାଲ କଲେଣି । ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆଉ ଏକ ଭିନ୍ନ ଦୃଶ୍ୟ । କେଉଁଭଳି ଭାବରେ ନିଆ ଜଳୁଛି,ତା ପୁଣି ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରରୁ । କେତେବେଳେ ଅଘଟଣ ଘଟିବ ତା କହି ହେବନି ।  ଖାରବେଳନଗର ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଏହି ଅଘଟଣ ଘଟିଛି । ଟ୍ରାନ୍ସଫର୍ମରରୁ ନିଆଁ ବାହାରୁଥିବା ଦେଖି ରାସ୍ତାର ଉଭୟ ପାଶ୍ୱର୍ରେ ଲୋକ ଅଟକି ରହିଥିଲେ । ତେବେ ସର୍ଟସର୍କିଟ ଯୋଗୁଁ ଏଭଳି ଘଟିଥିବା ସଂଦେହ କରାଯାଉଛି ।ନ୍ୟୁଜ ସହ ଦେଖିବା ଏହି ଭିଡିଓ :