ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ “ୱାହା ତାଜ’ର ଟ୍ରେଲର

49

ବଲିଉଡ ଅଭିନେତା ଶ୍ରେୟାସ ତଲପଡେଙ୍କ ଅପକମିଙ୍ଗ ଫିଲ୍ମ “ୱାହା ତାଜ’ର ଟ୍ରେଲର ରିଲିଜ ହୋଇଛି । ଅଭିନେତା ଶ୍ରେୟାସ ସୋସିଆଲ ମିଡିଆରେ ଟ୍ରେଲରଟିକୁ ସେୟାର କରିଛନ୍ତି । ଅଜିତ ସିହ୍ନାଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ଲିଡ ରୋଲରେ ଶ୍ରେୟସଙ୍କ ଅଭିନୟ ରହିଥିବାବେଳେ ତାଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ମଂଜରୀ ଫଡନୀସ । ଜଣେ ମରାଠୀ ଚାଷୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ହୋଇଛି ଫିଲ୍ମ “ୱାହା ତାଜ୍’