ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ : ମହାନଦୀ ପାଣି ରାଜନୀତିରେ ଧୋଇଗଲା ଅଧିବେଶନ

21

କନକ ବ୍ୟୁରୋ : ଆଜି ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ଦିନ । ତେବେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ନେଇ ଅଧିକାଂଶ ସମୟ ହଟ୍ଟଗୋଳ ମଧ୍ୟରେ ଯାଇଛି । ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିବା ସହ ଶେଷ ହେବାକୁ ଯାଉଛି ଅଧିବେଶନ ।

ଆଜି ମଧ୍ୟ ସେହି ଏକା ସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି । ଅନ୍ୟପଟେ ଏହାରି ମଧ୍ୟରେ ଗତକାଲି ଓଡିଆ ସରକାରୀ ଭାଷା ବିଧେୟକ ଗୃହୀତ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –