ଆଜିଠାରୁ ପଂଚଦଶ ବିଧାନସଭାର ନବମ ଅଧିବେଶନ :୨ଟି ପର୍ଯ୍ୟାୟରେ ମୋଟ୍ ୨୮ଟି କାର୍ଯ୍ୟଦିବସ

23

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା । ପଂଚଦଶ ବିଧାନସଭାର ନବମ ଅଧିବେଶନ ଆସନ୍ତା ୭ ତାରିଖ ଯାଏଁ ଚାଲିବ । ଏଥିରେ ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୮ ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୨ରୁ ମାର୍ଚ୍ଚ ୪ ଏବଂ ଦ୍ୱିତୀୟ ପର୍ଯ୍ୟ।।ୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୭ ତାରିଖ ଯାଏଁ ଚାଲିବ । ଫେବୃଆରୀ ୨୭ ତାରିଖରେ ୨୦୧୭-୧୮ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ ହେବ । ପରେ ମାର୍ଚ୍ଚ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ସାଧାରଣ ବଜେଟ୍ ଉପରେ ଆଲୋଚନା ହେବ ।

ଏହାସହ ଦେଖନ୍ତୁ ଏହି ଭିଡିଓ –