ଗଣଶିକ୍ଷକଙ୍କ ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର : ମୋଡାଲିଟି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

20

କନକ ବ୍ୟୁରୋ : ଗଣଶିକ୍ଷକଙ୍କ ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏ ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର । ଉପକୃତ ହେବେ ୩୧ ହଜାର ୫ ଶହ କର୍ମଚାରୀ ।

ଦେଖନ୍ତୁ ଏହି ଭିଡିଓ –