ଭିଡିଓ ଦେଖାଇ ପ୍ରମାଣ ଦିଅ : ସର୍ଜିକାଲ୍ ଷ୍ଟ୍ରାଇକର ଭିଡିଓ ଲୋକଙ୍କୁ ଦେଖାଇବାକୁ ବିଜେଡି ସାଂସଦଙ୍କ ଦାବି

32

କନକ ବ୍ୟୁରୋ : ସାର୍ବଜନୀନ କରାଯାଉ ଭାରତର ସର୍ଜିକାଲ ଷ୍ଟ୍ରାଇକର ଭିଡିଓ । ଏହି ଦାବି କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ । ଆମେରିକା ଭଳି ପାକ୍ ସେନା ଉପରେ ଭାରତର ଆକ୍ରମଣର ଭିଡିଓ ଲୋକଲୋଚନକୁ ଆସିବା ଦରକାର ବୋଲି ତଥାଗତ କହିଛନ୍ତି । ତେବେ ଏହା ବିଜେଡିର ନୁହେଁ ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ତଥାଗତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –