ହୋଣ୍ଡା ଆଣିଲା ଜବରଦସ୍ତ ଅଫର ! ମାତ୍ର ୨୯୯୯ ଟଙ୍କା ଦେଇ ଘରକୁ ନେଇଯାଆନ୍ତୁ ହୋଣ୍ଡାର ଏହି ଜବରଦସ୍ତ ଗାଡି ।

51

ସ୍କୁଟର ମାର୍କେଟରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଗୋଟିଏ ପରେ ଗୋଟିଏ ଅଫର ଦିଆଯାଉଥିବା ଦେଖିବାକୁ ମିଳୁଛି । ଆଉ ଏହା ମଧ୍ୟରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜ ସ୍କୁଟର ଗ୍ରାଜିଆ ଉପରେ ଲୋ ଡାଉନପେମେଣ୍ଟ ଅଫର ଘୋଷଣା କରିଛି । ଯାହା ଦ୍ୱାରା ଗ୍ରାହକମାନେ ଅତି ସହଜରେ ଏହି ସ୍କୁଟରକୁ କିଣିପାରିବେ । ଜାଣନ୍ତୁ ଏହି ସ୍କୁଟର ଅଫରର ସମ୍ପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।


ଗ୍ରାଜିଆ ସ୍କୁଟର ଉପରେ ହୋଣ୍ଡା ଲୋ ଡାଉନପେମେଣ୍ଟ ଅଫର ଘୋଷଣା କରିଛି । ଏହି ଅଫର ଅନୁଯାୟୀ, ଗ୍ରାହକମାନେ କେବଳ ୨୯୯୯ ଟଙ୍କା ଦେଇ ସ୍କୁଟରକୁ ଘରକୁ ନେଇପାରିବେ । ଏହା ପରେ ଅବଶିଷ୍ଟ ଟଙ୍କାକୁ ଇଏମଆଇ ଆକାରରେ ଦେଇପାରିବେ । କେବଳ ଏତିକି ନୁହେଁ, କମ୍ପାନୀ ପକ୍ଷରୁ ଜିରୋ ପ୍ରୋସେସିଙ୍ଗ ଫିସର ମଧ୍ୟ ସୁବିଧା ମିଳିବ । ତେବେ ଏହି ଅଫର କେବଳ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହିଁ କାର୍ଯ୍ୟକାରୀ ହେବ ।

ହୋଣ୍ଡା ଗ୍ରାଜିଆ ଲୁକ୍ସ ମଧ୍ୟ ଅତ୍ୟନ୍ତ ଷ୍ଟାଇଲିସ ରହିଛି ।ଆକ୍ଟିଭା ୧୨୫ ତୁଳନାରେ ମଧ୍ୟ ଏହା ଅତ୍ୟନ୍ତ ଷ୍ଟାଇଲିସ ଅଟେ । ଯୁବ ଗୋଷ୍ଠୀମାନଙ୍କ ପାଇଁ ଏହି ବାଇକ ପ୍ରସ୍ତୁତ କରାଯାଇଛି । ସେହିପରି ଏହାର ମୂଲ୍ୟ ୫୯୦୦୦ ଟଙ୍କାରୁ ଆରମ୍ଭ ହୋଇଛି ।