ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷାଫଳ ! ପାସ୍ ହାର ୪୮.୬%

19

କନକ ବ୍ୟୁରୋ : ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷାଫଳ । ଚଳିତ ବର୍ଷ ପାସ୍ ହାର ୪୮.୬୩ରହିଛି । ମୋଟ୍ ୫ହଜାର ୨୬୩ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟରେ ୨୦ଜାର ୭୦୩ଛାତ୍ର ଓ ୨ହଜାର ୫୬୦ଛାତ୍ରୀ ଅଛନ୍ତି । ତେବେ ପରୀକ୍ଷା ଫଳ ନେଇ କୌଣସି ଅଭିଯୋଗ ଥିଲେ ଛାତ୍ରଛାତ୍ରୀ ଆସନ୍ତାକାଲି ଠାରୁ ଜୁଲାଇ ୨୦ତାରିଖ ଯାଏଁ ରି-ଚେକିଂ କରିପାରିବେ । ଅଫଲାଇନରେ ରି-ଚେକିଂ କରିପାରିବେ ଛାତ୍ରଛାତ୍ରୀ ।