କୋର୍ଟରେ ହାଜର ହେଲେ ସମ୍ ଅଧିକ୍ଷକ : ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ୪ ଜଣଙ୍କୁ କୋର୍ଟ ଚାଲାଣ

25

କନକ ବ୍ୟୁରୋ : କୋର୍ଟରେ ହାଜର ହେଲେ ସମ ଅଧିକ୍ଷକ ପୁଷ୍ପରାଜ ସାମନ୍ତସିଂହାର । ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ୪ ଜଣଙ୍କୁ କୋର୍ଟ ଚାଲାଣ । ଗିରଫ ପରେ ଛାତିର ଯନ୍ତ୍ରଣା ଯୋଗୁଁ ଏସସିବିରେ ଭର୍ତି ହୋଇଥିଲେ ପୁଷ୍ପରାଜ ।