କ୍ୟାମେରାରେ କଏଦ ହେଲା ଭୂତ ! ଏକ ଶିଶୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

123

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆର୍ଜେଂଟିନାର ଏକ ଶିଶୁ ଡାକ୍ତରଖାନାରେ । ଯେଉଁଠାରେ ଜଣେ କାର୍ଯ୍ୟରତ ନର୍ସଙ୍କ ଅଭିଯୋଗ ରହିିଛି ସେ ଏକ ଶିଶୁର ଆତ୍ମାକୁ ବାରମ୍ବାର ଦେଖୁଥିବାର । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ସଂପର୍କରେ ।

ସୂଚନା ଅନୁସାରେ, ଏହି ଡାକ୍ତରଖାନାର ଜଣେ ନର୍ସଙ୍କ ଅଭିଯୋଗ ଥିଲା କି ହସ୍ପିଟାଲରେ ଭୂତ ଅଛି । ଆଉ ତାକୁ ସେ ନିଜ ଆଖିରେ ଦେଖିଥିଲେ । ଯିଏ କି ବହୁତ ଛୋଟ ଥିଲା । ତାଙ୍କର ଦାବି ଥିଲା କି ସେ ବେବି ଭୂତ ଦେଖିଛନ୍ତି ଆଉ ତାର ଆବାଜ ମଧ୍ୟ ଶୁଣିଛନ୍ତି । ତେବେ ନର୍ସଙ୍କ ଏପରି କଥାକୁ ପ୍ରଥମେତଃ କେହି ବିଶ୍ୱାସ କରି ନଥିଲେ । ଯେତେବେଳେ ଏହାର ସଦ୍ୟ ଦୃଶ୍ୟ ନିଜ ଆଖିରେ ଦେଖିଥିଲେ ସେତେବେଳେ ସମସ୍ତେ ପୁରା ଅବାକ୍ ହୋଇଯାଇଥିଲେ । ସବୁଠାରୁ ବଡକଥା ହେଲା, ନର୍ସଙ୍କ ଦାବି ରହିଛି କି ଯେଉଁ ଶିଶୁଟିର ଛବି ସେଠାରେ ଦେଖାଯାଇଥିଲା ଉକ୍ତ ଶିଶୁଟି ୨ ଦିନ ପୂର୍ବରୁ ହିଁ ମରି ସାରିଛି । ମାତ୍ର ନର୍ସଙ୍କ ଏପରି ଅଭିଯୋଗକୁ କେହି ବିଶ୍ୱାସ କରି ନ ଥିବା ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ-