ଓଡ଼ିଶାର ୧୩ଶହରୁ ଅଧିକ ପଂଚାୟତ ହେବେ ଗରିବ ମୁକ୍ତ : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

52

କନକ ବ୍ୟୁରୋ : ଓଡ଼ିଶାର ୧୩୦୦ରୁ ଅଧିକ ପଂଚାୟତ ଗରିବୀରୁ ମୁକ୍ତ ହେବେ । ୨୦୧୯ ମସିହା ଅକ୍ଟୋବର ୨- ଗାନ୍ଧୀ ଜୟନ୍ତ୍ରୀ ବେଳକୁ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ନିର୍ଦ୍ଦେଶ । ଚଳିତ ମାସ ଶେଷ ସୁଦ୍ଧା ଏଭଳି ପଂଚାୟତଗୁଡ଼ିକୁ ଚିହ୍ନଟ କରାଯିବ । “ମିଶନ ଅନ୍ତ୍ୟୋଦୟ’’ରେ ଦେଶର ୫୦ ହଜାର ପଂଚାୟତ ସ୍ଥାନ ପାଉଥିବା ବେଳେ ଓଡ଼ିଶାରୁ ୧୩୪୨ ପଂଚାୟତକୁ ସାମିଲ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –