ସାବଧାନ ! ହାତୀ ଗୋଡଉଛି

17

ଆଠଗଡ : ହାତୀ ପଲକୁ ନେଇ ଏବେ ଚର୍ଚ୍ଚା । ହାତୀ ଲୋକଙ୍କୁ ଗୋଡାଉଛି । ଏମିତି ଏକ ଘଟଣା ଆଠଗଡ ଅଂଚଳର ସାରକୋଳି ଗାଁରେ ଘଟିଛି । ଗୋଟିଏ କି ଦୁଇଟି ହାତୀ ନୁହେଁ । ଏକାଥରେ ୨୨ଟି ହାତୀ ମିଳିତ ହୋଇ ନିଜର ଆତଙ୍କ ବିସ୍ତାର କରିଛନ୍ତି । ହାତୀମାନେ ଗତ ୨୪ ଘଂଟା ଭିତରେ ପାଖ ଗାଁ ଭିତରଜୁ ପ୍ରବେଶ କରିବାକୁ ବାରମ୍ବାର ଉଦ୍ୟମ କରିଛନ୍ତି । ଗାଁ ଲୋକେ ହାତୀମାନଙ୍କୁ ଘଉଡେଇବାକୁ ଚେଷ୍ଟା କଲା ବେଳେ ହାତୀମାନେ ଗୋଡଉଛନ୍ତି । ଆଉ ହାତୀକୁ ନେଇ ସେହି ଅଂଚଳରେ ଖେଳିଯାଇଛି ଆତଙ୍କ ।

ଦେଖନ୍ତୁ ଏହି ଭିଡିଓ –