ଫେସବୁକରେ ବନ୍ଧୁତ୍ୱ ଓ ପ୍ରେମ ନିବେଦନ : ଚର୍ଚ୍ଚାରେ ଜଣେ ପୁରୁଷଙ୍କ ସହ କିନ୍ନରଙ୍କ ବିବାହ

107

marriageକୁହାଯାଏ ପ୍ରେମ ମାନେନି ସ୍ଥାନ କାଳ ପାତ୍ର କି କୈାଣସି ବାଧା ବନ୍ଧନ । ପ୍ରେମ ଆଗେ ସବୁ ହୋଇଯାଏ ପଛ । ଆଉ ଯେତେବେଳେ ସେହି ପ୍ରେମ ପାଲଟି ଯାଏ ବିବାହ । ସାର୍ଥକ ଲାଗେ ଜୀବନ ,ସଂପର୍କ ଓ ସମର୍ପଣ । ଏମିତି ଏକ ସଂପର୍କ ଓ ପ୍ରେମ ଶେଷରେ ବିବାହରେ ପରିଣତ ହୋଇଛି । ହେଲେ ଏ ବିବାହ ପୂରା ନିଆରା । ଜଣେ ପୁରୁଷ ସହ କିନ୍ନରଙ୍କ ବିବାହ । ରାଜଧାନୀ ଭୁବନେଶ୍ୱରେ ଏହି କିନ୍ନର ବିବାହ ଏବେ ଚର୍ଚ୍ଚାରେ ।

ପୂରା ଘଟଣା ଜାଣନ୍ତୁ ଏ ଭିଡିଓରୁ –