ବଜେଟ୍ ୨୦୧୭ : ଜାଣନ୍ତୁ କଣ ହେଲା ଶସ୍ତା ଓ କଣ ହେଲା ମହଙ୍ଗା

43

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭-୧୮ର ବଜେଟ ଲୋକସଭାରେ ଆଗତ କରିଛନ୍ତିି । ଏହି ବଜେଟ ଆପଣଙ୍କ ପକେଟରେ କିପରି ପ୍ରଭାବ ପକାଇବ ନିହାତି ଜାଣିବା ଜରୁରୀ । କେଉଁ ଜିନିଷ ହୋଇଛି ମହଙ୍ଗା ଓ କେଉଁ ଜିନିଷ ହୋଇଛି ଶସ୍ତା । ଏହା ଉପରେ ନଜର ଦିଅନ୍ତୁ ।

ଶସ୍ତା ହୋଇଥିବା ଜିନିଷ –
() ଏଲଇଡି ଲ୍ୟାମ୍ପ ,ସୈାର ଉର୍ଜା ବ୍ୟାଟେରୀ, ମୋବାଇଲ ଫୋନ ପାଇଁ ପ୍ରିଣ୍ଟେଡ୍ ସର୍କିଟ ବୋର୍ଡ , ମାଇକ୍ରୋ ଏଟିଏମ୍ ,ଫିଙ୍ଗର ପ୍ରିଣ୍ଟ ମେସିନ୍ , ଆଇରିସ୍ ସ୍କାନର ଓ ସିଲଭର କଏଲ୍ ।

ମହଙ୍ଗା ହୋଇଥିବା ଜିନିଷ –
() ସିଗରେଟ୍ ,ତମ୍ବାକୁ ,ବିଡି ପାନ ମସଲା , ପାର୍ସଲ ଜରିଆରେ ଆସୁଥିବା ଜିନିଷ , ୱାଟର ଫିଲଟର ମେଂବ୍ରେନ , ବିଦେଶୀ କାଜୁ ଓ ରୂପା କଏନ୍ ଓ ଗହଣା ।