ନିଜ ବନ୍ଧୁକରୁ ଗୁଳି ଫୁଟି ସିକ୍ୟୁରିଟି ଗାର୍ଡ ଆହତ

27

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ନିଜ ବନ୍ଧୁକରୁ ଗୁଳି ଫୁଟି ସିକ୍ୟୁରିଟି ଗାର୍ଡ ଆହତ । ଭୁବନେଶ୍ୱର ୟୁନିଟ – ୧ ଷ୍ଟେଟ୍ ବ୍ୟାଙ୍କ ଏଟିଏମରେ ଘଟିଛି ଏହି ଅଘଟଣ । ଏଟିଏମ୍ କାଉଂଟରରେ ଟଙ୍କା ଭର୍ତି ପାଇଁ ଗଲାବେଳେ ଏହି ଅଘଟଣ ଘଟିଛି । ଗାର୍ଡଂକ ହାତରେ ଗୁଳି ବାଜିଛି , ତାଙ୍କୁ ଚିକିତ୍ସା ପାଇଁ  ହସ୍ପିଟାଲରେ ଭର୍ତି କରାଯାଇଛି ।