ନିଜ ବାୟୋପିକ୍ ଫିଲ୍ମରେ ନିଜେ ସଚିନ : ନେବେନି କୈାଣସି ପାରିଶ୍ରମିକ

60

tendulkarfb-story_647_041116051359ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗାମୀ ବାୟୋପିକ ଫିଲ୍ମ “ ସଚିନ : ଏ ବିଲିୟନ ଡ୍ରିମ୍ସ ” । ଆଉ ଏଥିରେ ସଚିନ ନିଜେ ନିଜ ଭୂମିକାରେ ନଜର ଆସିବେ । ପାରିଶ୍ରମିକ ବାବଦକୁ ସଚିନ ଟଙ୍କାଟିଏ ବି ନେବେ ନାହିଁ ବୋଲି କହିଛନ୍ତି ।

sonଏହି ପିଲ୍ମର ନିର୍ମାତା ହେଉଛନ୍ତି ସଚିନଙ୍କ ସାଙ୍ଗ ରବି ଭାଗଚନ୍ଦକା । ଏହାସହ ଫିଲ୍ମରେ ନିର୍ଦେଶନା ଦେଉଛନ୍ତି ଏମି ଆୱାର୍ଡ ବିଜେତା ଜେମସ ଏର୍ସ୍କିନ । ଫିଲ୍ମରେ ସଚିନଙ୍କ ପୁଅ ଅର୍ଜୁନ ପିଲାଦିନର ଭୂମିକାରେ ଅଭିନୟ କରିଛନ୍ତି ।

ହା ସହ ଦେଖନ୍ତୁ ପୂର୍ବରୁ ରିଲିଜ ହୋଇଥିବା ସଚିନଙ୍କ ବାୟୋପିକ୍ ଫିଲ୍ମର ଟିଜର –