ରାସ୍ତା ଉପରେ ଧାନ ରୁଆ : ମାଲକାନଗିରି ଆଦିବାସୀଙ୍କ ଅଭିନବ ପ୍ରତିବାଦ

45

ମାଲକାନଗିରି : କେମିତି ଅଛି ଆମ ଗ୍ରାମାଂଚଳର ରାସ୍ତା । ଏପ୍ରଶ୍ନର ଉତର ଖୋଜୁଛନ୍ତି କି ? ଏହାର ଉତ୍ତର ମିଳିବ ମାଲକାନଗିରି ଜିଲ୍ଲାରେ । ଏଠି ରାସ୍ତା ପାଇଁ ଚାଲିଛି ଆନ୍ଦୋଳନ । ରାସ୍ତା ନାହିଁ ,ତେଣୁ ରାସ୍ତାରୋକ କରି ପାରିନାହାଁନ୍ତି ଗାଁ ଲୋକେ । ତେବେ ଏମିତି ଏକ ଅଭିନବ ପ୍ରତିବାଦ ଜଣାଇଛନ୍ତି, ଯାହା କନକ ନ୍ୟୁଜରେ ପ୍ରସାରଣ ପରେ ଜନପ୍ରତିନିଧିଙ୍କୁ ବାଧ୍ୟ କରିଛି ସେଠାକୁ ଯିବାକୁ ।

ଦେଖନ୍ତୁ ଏହି ଭିଡିଓ –