ରାଉରକେଲାରେ ମହିଳାକୁ ଗଳା କାଟି ହତ୍ୟା ଅଭିଯୋଗ : ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

22

ରାଉରକେଲା : ରାଉରକେଲାରେ ମହିଳାକୁ ଗଳା କାଟି ହତ୍ୟା ଅଭିଯୋଗ । ଛେଣ୍ଡ ବାଘବୁଡି ସ୍ଥିତ ଏସବିଆଇ କଲୋନୀରେ ବ୍ୟାଙ୍କ ଅଫିସରଙ୍କ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ କମଳ ଓରାମଙ୍କ ସ୍ତ୍ରୀ ଜାନକୀ ଓରାମ ।  ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –