ଭବାନୀପାଟଣା ଆମ୍ବପାଣି ଘାଟିରେ ଓଲଟିଲା ଟ୍ରକ ! ଦୁର୍ଘଟଣାରେ ୬ ମୃତ, ୪ ଗୁରୁତର

27

କନକ ବ୍ୟୁରୋ: ଭବାନୀପାଟଣାରେ ଟ୍ରକ ଓଲଟି ୬ଜଣଙ୍କର ମୃତ୍ୟୁ । ଆମ୍ବପାଣି ଘାଟିରେ ଲୁହା ପ୍ଲେଟ ବୋଝେଇ ଟ୍ରକ ଓଲଟି ପଡିବାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ୪ ପୁରୁଷ ଥିବା ସୂଚନା ମିଳିଛି । ମୃତାହତ ସମସ୍ତ ଶ୍ରମିକ ଶ୍ରେଣୀର ହୋଇଥିବା ସୂଚନା ମିଳିଛି ।

 ଏହା ସହ ଦେଖନ୍ତୁ ଏହି ଭିଡିଓ-