ବହୁ ଚର୍ଚ୍ଚିତ ଋଷି ମୃତ୍ୟୁ ମାମଲା : ପୁଣି ସିବିଆଇ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

32

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଋଷି ମହାନ୍ତି ହତ୍ୟାକାଣ୍ଡ ମାମଲାର ପୁଣି ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ । ଋଷିଙ୍କ ଫଟୋ ଧରି ଛାତ୍ର କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଛି ଛାତ୍ର କଂଗ୍ରେସ । ଶିଶୁଭବନ ଛକରୁ ନବୀନ ନିବାସ ଯାଏ ଛାତ୍ର କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ଋଷି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରୁଛି ଛାତ୍ର କଂଗ୍ରେସ ।