ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ

20

କନକ ବ୍ୟୁରୋ : ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପାର୍ଟି ଅଫିସର ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । କଂଗ୍ରେସ ଭବନରେ ପିିସିସି ସଭାପତି ପ୍ରସାଦ ହରିଚନ୍ଦନ ପତାକା ଉତୋଳନ କରିଛନ୍ତି । ବିଜେଡି ଅଫିସରେ ନବୀନ ପଟ୍ଟନାୟକ ଓ ବିଜେପି ଅଫିସରେ ବିଶ୍ୱଭୂଷଣ ହରିଚନ୍ଦନ ପତାକା ଉତୋଳନ କରିଥିଲେ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :